୭ଟି ସହରରେ ହେବ ପ୍ରୋ-ଏମ ଗଲ୍ଫ ଚାମ୍ପିଅନସିପ

ନୂଆଦିଲ୍ଲୀ: ସମ୍ମାନସ୍ପଦ ଲୟାଡ ବିଟି ପ୍ରୋ-ଏମ ଚାମ୍ପିଅନସିପ ଭାରତର ୭ଟି ବଡ ବଡ ସହରରେ ଅନୁଷ୍ଠିତ ହେବ। ଏହାର ପ୍ରଥମ ଲେଗ ସେଟ ଟୁ ଅଫ ଅହମ୍ମଦାବାଦର କେଲହାର ବ୍ଲୁ ଓ ଗ୍ରୀନରେ ହେବ। ଏହାର ବାକି ପ୍ରତିଯୋଗିତା ଗୁଡିକ ପ୍ରର୍ଯ୍ୟାୟକ୍ରମେ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ବେଙ୍ଗଲୁରୁ, କଲିକତା ଓ ଦିଲ୍ଲୀରେ ହେବ। ଏଥିରେ ଭାରତର ବଡ ବଡ କମ୍ବାନୀର ୮୦୦ରୁ ଅଧିକ ସିଇଓ ଓ କର୍ପୋରେଟ ମୁଖ୍ୟ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, […]

golf-pro-am-dinesh-lal_660_031015045236

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 12:30 PM IST

ନୂଆଦିଲ୍ଲୀ: ସମ୍ମାନସ୍ପଦ ଲୟାଡ ବିଟି ପ୍ରୋ-ଏମ ଚାମ୍ପିଅନସିପ ଭାରତର ୭ଟି ବଡ ବଡ ସହରରେ ଅନୁଷ୍ଠିତ ହେବ। ଏହାର ପ୍ରଥମ ଲେଗ ସେଟ ଟୁ ଅଫ ଅହମ୍ମଦାବାଦର କେଲହାର ବ୍ଲୁ ଓ ଗ୍ରୀନରେ ହେବ। ଏହାର ବାକି ପ୍ରତିଯୋଗିତା ଗୁଡିକ ପ୍ରର୍ଯ୍ୟାୟକ୍ରମେ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ବେଙ୍ଗଲୁରୁ, କଲିକତା ଓ ଦିଲ୍ଲୀରେ ହେବ। ଏଥିରେ ଭାରତର ବଡ ବଡ କମ୍ବାନୀର ୮୦୦ରୁ ଅଧିକ ସିଇଓ ଓ କର୍ପୋରେଟ ମୁଖ୍ୟ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଏହି ଚାମ୍ପିଆନସିପ୍ ୨୦ ବର୍ଷରେ ପଦାର୍ପଣ କରିଛି। ଏହାର ଫାଇନାଲ ମ୍ୟାଚ ଆସନ୍ତା ୨୦୧୬ ମସିହା ମାର୍ଚ୍ଚ ମାସ ୧୨ ଓ ୧୩ ତାରିଖରେ ଦିଲ୍ଲୀରେ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Related story