୮ବର୍ଷ ପାଇଁ ବ୍ଲାଷ୍ଟାର ଓ ପ୍ଲାଟାନିଙ୍କୁ ବାସନ୍ଦ କଲା ଫିଫା

ଜ୍ୟୁରିକ୍: ଫୁଟବଲ ଗ୍ଲୋବାଲ ଗଭର୍ଣ୍ଣି ବଡିର ଏଥିକ୍ସ କମିଟି ସୋମବାର ଫିଫାର ପୂର୍ବତନ ସଭାପତି ସେପ୍ ବ୍ଲାଷ୍ଟର ଓ ମିଚେଲ ପ୍ଲାଟାନିଙ୍କୁ ୮ବର୍ଷ ପାଇଁ ବାସନ୍ଦ କରିଛନ୍ତି। ଏହାସହ ଏହି ଦୁଇଜଣଙ୍କୁ ଅର୍ଥଦଣ୍ଡ କରିଛି କମିଟି। ଫିଫାରେ ଅର୍ଥ ତୋଷରପାତ ଓ ଦୁର୍ନୀତି ଯୋଗୁଁ ଅକ୍ଟୋବରରୁ ୯୦ ଦିନ ପାଇଁ ଏହି ଦୁଇଜଣ ଫୁଟବଲର ବାସନ୍ଦ ହୋଇଥିଲେ।

Blatter-Valcke

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 04:50 PM IST

Related story