ଆଡଭୋକେଟ୍ ବିଶ୍ୱକପ୍ କ୍ରିକେଟ: ଟିମ୍ ଇଣ୍ଡିଆର ଚମତ୍କାର ପ୍ରଦର୍ଶନ

ବ୍ରିସବେନ: ଅଷ୍ଟ୍ରେଲିଆର ବ୍ରିସବେନରେ ଚାଲିଥିବା ଆଡଭୋକେଟ୍ ବିଶ୍ୱକପ୍ କ୍ରିକେଟରେ ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରିଛି। ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ ସମସ୍ତ ତିନିଟି ମ୍ୟାଚରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ବାଂଲାଦେଶ, ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତୀୟ ଟିମ୍। ଦଳ ଆସନ୍ତା ୫ ଓ ୬ ତାରିଖରେ ଲିଗ୍ ପର୍ଯ୍ୟାୟର ଆଉ ଦୁଇଟି ମ୍ୟାଚ୍ ଖେଳିବ।

Cricket bat and ball

Rakesh Mallick
  • Published: Tuesday, 05 January 2016
  • , Updated: 06 January 2016, 03:21 AM IST

Related story