ଆଜି ଭାରତ-ଜିମ୍ୱାୱେ ମଧ୍ୟରେ ଶେଷ ଟି ଟ୍ୱେଣ୍ଟି ଟକ୍କର

ନୂଆଦିଲ୍ଲୀ: ଆଜି ଭାରତ-ଜିମ୍ୱାୱେ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି ଟକ୍କର ଅନୁଷ୍ଠିତ ହେବ । ହାରାରେ ଠାରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ଖେଳାଯିବ ମ୍ୟାଚ୍। ଏହି ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ବିଜୟ ଲାଭ କରି ସାରିଛି। ପୂର୍ବରୁ ଭାରତ ଦିନିକିଆ ସିରିଜକୁ ମଧ୍ୟ ୩-୦ରେ ଜିଣି ସାରିଛି। ଆଜିର ମ୍ୟାଚରେ ଅଧିନାୟକ ଆଜିଙ୍କ୍ୟ ରାହାଣେ, ମୁରଲୀ ବିଜୟ […]

india

india

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 02:38 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତ-ଜିମ୍ୱାୱେ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି ଟକ୍କର ଅନୁଷ୍ଠିତ ହେବ । ହାରାରେ ଠାରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ଖେଳାଯିବ ମ୍ୟାଚ୍। ଏହି ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ବିଜୟ ଲାଭ କରି ସାରିଛି। ପୂର୍ବରୁ ଭାରତ ଦିନିକିଆ ସିରିଜକୁ ମଧ୍ୟ ୩-୦ରେ ଜିଣି ସାରିଛି। ଆଜିର ମ୍ୟାଚରେ ଅଧିନାୟକ ଆଜିଙ୍କ୍ୟ ରାହାଣେ, ମୁରଲୀ ବିଜୟ ଓ ରବୀନ ଉଥାପ୍ପାଙ୍କ ସ୍କୋର୍ ଉପରେ ସମସ୍ତଙ୍କ ନଜର ରହିବ।  ସେପଟେ ଘରୋଇ ଦର୍ଶକଙ୍କ ସମର୍ଥନ ଲାଭ କରି ଦଳଗତ ପ୍ରଦର୍ଶନରେ ମ୍ୟାଚ୍ ଜିତିବାର ଲକ୍ଷ୍ୟ ରଖିଛି ଘରୋଇ ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story