‌ଆଜିଠୁ ଏସିଆନ୍ ଜୁନିୟର ମହିଳା ହକି ଚାମ୍ପିୟନସିପ୍

ଚାଙ୍ଗ ଝୁ: ଆଜିଠୁ ଚୀନର ଚାଙ୍ଗ ଝୁରେ ଏସିଆନ ଜୁନିୟର ମହିଳା ହକି ଚାମ୍ପିୟନସିପ୍ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ କୋରିଆ ସହ। ଭାରତୀୟ ଦଳ ଅଲିମ୍ପିକସ ଯୋଗ୍ୟତା ହାସଲ କରିବା ପରେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଏହି ଚାମ୍ପିୟନସିପରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଭାରତୀୟ ଅଲିମ୍ପିକସ ଦଳରେ ସ୍ଥାନ ମିଳିବା ସମ୍ଭାବନା ରହିଛି। ଚୀନ୍ ଯାଇଥିବା ଭାରତୀୟ ଦଳରେ ଓଡ଼ିଶାରୁ ୬ଜଣ ଖେଳାଳି […]

-hockey

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 06:59 AM IST

ଚାଙ୍ଗ ଝୁ: ଆଜିଠୁ ଚୀନର ଚାଙ୍ଗ ଝୁରେ ଏସିଆନ ଜୁନିୟର ମହିଳା ହକି ଚାମ୍ପିୟନସିପ୍ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ କୋରିଆ ସହ। ଭାରତୀୟ ଦଳ ଅଲିମ୍ପିକସ ଯୋଗ୍ୟତା ହାସଲ କରିବା ପରେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଏହି ଚାମ୍ପିୟନସିପରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଭାରତୀୟ ଅଲିମ୍ପିକସ ଦଳରେ ସ୍ଥାନ ମିଳିବା ସମ୍ଭାବନା ରହିଛି। ଚୀନ୍ ଯାଇଥିବା ଭାରତୀୟ ଦଳରେ ଓଡ଼ିଶାରୁ ୬ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ସମସ୍ତେ ପାନପୋଷ ସ୍ପୋର୍ଟସ ହଷ୍ଟେଲ।

Related story