ଅଲ୍‌ ଇଣ୍ଡିଆ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌: ୧୯ ବର୍ଷରୁ କମ ବାଳିକା ଡବଲ୍ସରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଚାମ୍ପିୟନ

ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ଅଲ୍‌ ଇଣ୍ଡିଆ ଜୁନିୟର ଚାମ୍ପିୟନସିପ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା କମାଲ ଦେଖାଇଛନ୍ତି। ୧୯ ବର୍ଷରୁ କମ ବାଳିକା ଡବଲ୍ସ ବର୍ଗରେ ସେ ଚାମ୍ପିୟନ ହୋଇଛନ୍ତି। ମିଠୁଲା ୟୁ.କେ.ଙ୍କୁ ସାଥୀ କରି ସେ ଏହି ବର୍ଗରେ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ୧୯ ବର୍ଷରୁ କମ ମିକ୍ସ ଡବଲ୍ସରେ ଋତୁପର୍ଣ୍ଣାଙ୍କୁ ରନର୍ସ ଅପ୍‌ରେ ସନ୍ତୁଷ୍ଠ ହେବାକୁ ପଡିଛି। ଶ୍ରୀକ୍ରିଷ୍ଣା ସାଇ କୁମାରଙ୍କ ସହ ପଡିଆକୁ ଓହ୍ଲାଥିବା ଋତୁପର୍ଣ୍ଣାଙ୍କୁ ଏହି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ […]

Rituparna

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 03:49 PM IST

ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ଅଲ୍‌ ଇଣ୍ଡିଆ ଜୁନିୟର ଚାମ୍ପିୟନସିପ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା କମାଲ ଦେଖାଇଛନ୍ତି। ୧୯ ବର୍ଷରୁ କମ ବାଳିକା ଡବଲ୍ସ ବର୍ଗରେ ସେ ଚାମ୍ପିୟନ ହୋଇଛନ୍ତି। ମିଠୁଲା ୟୁ.କେ.ଙ୍କୁ ସାଥୀ କରି ସେ ଏହି ବର୍ଗରେ ପଡ଼ିଆକୁ ଓହ୍ଲାଇଥିଲେ।

ସେହିପରି ୧୯ ବର୍ଷରୁ କମ ମିକ୍ସ ଡବଲ୍ସରେ ଋତୁପର୍ଣ୍ଣାଙ୍କୁ ରନର୍ସ ଅପ୍‌ରେ ସନ୍ତୁଷ୍ଠ ହେବାକୁ ପଡିଛି। ଶ୍ରୀକ୍ରିଷ୍ଣା ସାଇ କୁମାରଙ୍କ ସହ ପଡିଆକୁ ଓହ୍ଲାଥିବା ଋତୁପର୍ଣ୍ଣାଙ୍କୁ ଏହି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Related story