ଅଲ୍ ଓଡ଼ିଶା ରାଙ୍କିଙ୍ଗ୍ ଟେବୁଲ୍ ଟେନିସ୍ ଚାମ୍ପିଅନସିପ ଆରମ୍ଭ

ଭୁବନେଶ୍ୱର: ସହୀଦନଗର ଇନଡୋର ହଲରେ ଆଜିଠାରୁ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ରାଙ୍କିଙ୍ଗ୍ ଟେବୁଲ୍ ଟେନିସ୍ ଚାମ୍ପିଅନସିପ । ଖୋର୍ଦ୍ଧା ଜିଲ୍ଲା ଟେବୁଲ୍ ଟେନିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଚାମ୍ପିଅନସିପରେ ବିଭିନ୍ନ ଜିଲ୍ଲାରୁ ଦେଢ଼ଶହ ପ୍ରତିଯୋଗୀ ଭାଗ ନେଇଛନ୍ତି। ମୋଟ ୯ଟି ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ରବିବାର ଶେଷ ହେବ। ନକ୍ ଆଉଟ୍ ଭିତ୍ତିରେ ପ୍ରତିଯୋଗିତା ହେବ। ଭଲ ପ୍ରଦର୍ଶନକାରୀଙ୍କୁ ରାଙ୍କିଙ୍ଗ ମିଳିବା ସହିତ ଜାତୀୟସ୍ତରରେ […]

table

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 09:39 AM IST

ଭୁବନେଶ୍ୱର: ସହୀଦନଗର ଇନଡୋର ହଲରେ ଆଜିଠାରୁ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ରାଙ୍କିଙ୍ଗ୍ ଟେବୁଲ୍ ଟେନିସ୍ ଚାମ୍ପିଅନସିପ । ଖୋର୍ଦ୍ଧା ଜିଲ୍ଲା ଟେବୁଲ୍ ଟେନିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଚାମ୍ପିଅନସିପରେ ବିଭିନ୍ନ ଜିଲ୍ଲାରୁ ଦେଢ଼ଶହ ପ୍ରତିଯୋଗୀ ଭାଗ ନେଇଛନ୍ତି। ମୋଟ ୯ଟି ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ରବିବାର ଶେଷ ହେବ। ନକ୍ ଆଉଟ୍ ଭିତ୍ତିରେ ପ୍ରତିଯୋଗିତା ହେବ। ଭଲ ପ୍ରଦର୍ଶନକାରୀଙ୍କୁ ରାଙ୍କିଙ୍ଗ ମିଳିବା ସହିତ ଜାତୀୟସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ।

Related story