କିକ୍ ବକ୍ସିଂ କୋଚ୍ କାର୍ତ୍ତିକ ଡାକୁଆଙ୍କ ବିରୋଧରେ ଅର୍ଥ ହଡ଼ପ ଅଭିଯୋଗ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିକ୍ ବକ୍ସିଂ କୋଚ୍ କାର୍ତ୍ତିକ ଡାକୁଆଙ୍କ ବିରୋଧରେ ମିଛ ମେଡାଲ ପ୍ରଦାନ କରି ଫଟୋ ଉଠାଇବା ଓ ଅର୍ଥ ହଡ଼ପ କରିବା ଭଳି ଗୁରୁତର ଅଭିଯୋଗ ଆସିଛି। କିକ୍ ବକ୍ସିଂ ଖେଳାଳିମାନେ କହିଛନ୍ତି, ହଙ୍ଗେରୀ ଚାମ୍ପିଅନସିପରେ ଯୋଗ ଦେବା ବାହାନାରେ କାର୍ତ୍ତିକ ଡାକୁଅ ଟଙ୍କା ହଡ଼ପ କରିବା ସହିତ ମେଡାଲ ଜିତିବାର ମିଛ ଫଟୋ ଉଠାଇଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫଠୋ ସହିତ ଖେଳାଳିଙ୍କ ନକଲି ମେଡାଲ କରି ଭାଇରାଲ କରିଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି।</p> <p>ଗତ ୬ ତାରିଖରେ ହଙ୍ଗେରୀରେ ଶେଷ ହୋଇଥିବା ଓ୍ୱାର୍ଲଡ କିକ୍ ବକ୍ସିଂ ମ୍ୟାଚରେ ଭାରତରୁ ୪୮ ଜଣିଆ ଟିମ୍ ଯୋଗଦେବାର ଥିଲା। ଏଥିରେ ଓଡ଼ିଶାରୁ ୫ ଜଣ ଥିଲେ। ହେଲେ ଭିସା କାରଣରୁ ଓଡ଼ିଶାର ଖେଳାଳିଙ୍କ ସହିତ ୨୮ ଜଣ ହଙ୍ଗେରୀ ଯାଇପାରି ନଥିଲେ। ଏହି ବିଶ୍ୱ କିକ୍ ବକ୍ସିଂରେ ଅଂଶଗ୍ରହଣ ଲାଗି ପିଲାଙ୍କଠାରୁ କାର୍ତ୍ତିକ ଡାକୁଆ ୧ଲକ୍ଷ ୪୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ କୋଚ୍&zwnj;ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 08:13 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିକ୍ ବକ୍ସିଂ କୋଚ୍ କାର୍ତ୍ତିକ ଡାକୁଆଙ୍କ ବିରୋଧରେ ମିଛ ମେଡାଲ ପ୍ରଦାନ କରି ଫଟୋ ଉଠାଇବା ଓ ଅର୍ଥ ହଡ଼ପ କରିବା ଭଳି ଗୁରୁତର ଅଭିଯୋଗ ଆସିଛି। କିକ୍ ବକ୍ସିଂ ଖେଳାଳିମାନେ କହିଛନ୍ତି, ହଙ୍ଗେରୀ ଚାମ୍ପିଅନସିପରେ ଯୋଗ ଦେବା ବାହାନାରେ କାର୍ତ୍ତିକ ଡାକୁଅ ଟଙ୍କା ହଡ଼ପ କରିବା ସହିତ ମେଡାଲ ଜିତିବାର ମିଛ ଫଟୋ ଉଠାଇଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫଠୋ ସହିତ ଖେଳାଳିଙ୍କ ନକଲି ମେଡାଲ କରି ଭାଇରାଲ କରିଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି।</p><p>ଗତ ୬ ତାରିଖରେ ହଙ୍ଗେରୀରେ ଶେଷ ହୋଇଥିବା ଓ୍ୱାର୍ଲଡ କିକ୍ ବକ୍ସିଂ ମ୍ୟାଚରେ ଭାରତରୁ ୪୮ ଜଣିଆ ଟିମ୍ ଯୋଗଦେବାର ଥିଲା। ଏଥିରେ ଓଡ଼ିଶାରୁ ୫ ଜଣ ଥିଲେ। ହେଲେ ଭିସା କାରଣରୁ ଓଡ଼ିଶାର ଖେଳାଳିଙ୍କ ସହିତ ୨୮ ଜଣ ହଙ୍ଗେରୀ ଯାଇପାରି ନଥିଲେ। ଏହି ବିଶ୍ୱ କିକ୍ ବକ୍ସିଂରେ ଅଂଶଗ୍ରହଣ ଲାଗି ପିଲାଙ୍କଠାରୁ କାର୍ତ୍ତିକ ଡାକୁଆ ୧ଲକ୍ଷ ୪୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ କୋଚ୍&zwnj;ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos