ଅମୋଲ ମଜୁମଦାର ଦକ୍ଷିଣ ଆଫ୍ରିକା ଟିମର ବ୍ୟାଟିଂ କୋଚ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ମୁମ୍ବାଇ ରଣଜୀ ଟିମର ପୂର୍ବତନ କ୍ୟାପଟେନ୍ ଅମୋଲ ମଜୁମଦାରଙ୍କୁ ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଅନ୍ତରୀଣ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏ ନେଇ ସୋମବାର ସୂଚନା ଦେଇଛି। ୨୦୧୪ରେ ପ୍ରଥମଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ମଜୁମଦାର ଏବେ ବିଭିନ୍ନ ଟିମକୁ କୋଚିଂ ଦେଉଛନ୍ତି। ରଣଜୀ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋରର ମଜୁମଦାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ […]

amol

amol

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 08:37 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ମୁମ୍ବାଇ ରଣଜୀ ଟିମର ପୂର୍ବତନ କ୍ୟାପଟେନ୍ ଅମୋଲ ମଜୁମଦାରଙ୍କୁ ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଅନ୍ତରୀଣ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏ ନେଇ ସୋମବାର ସୂଚନା ଦେଇଛି। ୨୦୧୪ରେ ପ୍ରଥମଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ମଜୁମଦାର ଏବେ ବିଭିନ୍ନ ଟିମକୁ କୋଚିଂ ଦେଉଛନ୍ତି।

ରଣଜୀ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋରର ମଜୁମଦାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ହାଇ ପରଫରମାନ୍ସ କୋଚିଂର ସାର୍ଟିଫିକେଟ୍ ହାସଲ କରିଛନ୍ତି। ସେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ରାଜସ୍ଥାନ ରୟାଲ୍ସର ମଧ୍ୟ ବ୍ୟାଟିଂ କୋଚ୍ ରହିଛନ୍ତି।

ଏ ନେଇ ମଜୁମଦାର କହିଛନ୍ତି, "ଜଣେ ଖେଳାଳି ଭାବେ ପିଚ୍ ଉପରେ ୨୫ ବର୍ଷ ବିତାଇବା ପରେ ନିଜ କୋଚିଂ କ୍ୟାରିୟରର ଏହି ନୂଆ ଅଧ୍ୟାୟକୁ ନେଇ ମୁଁ ବହୁତ ଉତ୍ସାହିତ। ଦକ୍ଷିଣ ଆଫ୍ରିକା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଟିମ୍। ଏହି ଟିମକୁ କୋଚିଂ ଦେବା ମୋ ପାଇଁ ସମ୍ମାନର କଥା।"

ସୂଚନାଯୋଗ୍ୟ, ଟି-୨୦ ସିରିଜ୍ ପରେ ଦୁଇ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିବେ। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ ତାରିଖରୁ ପୁନେ ଏବଂ ତୃତୀୟ ଟେଷ୍ଟ ରାଞ୍ଚିରେ ଅକ୍ଟୋବର ୧୯ରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story