ଦୂତୀ ଚାନ୍ଦଙ୍କୁ ସଚିବାଳୟରେ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆନ୍ତର୍ଜାତିକ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ସମ୍ୱର୍ଦ୍ଧିତ କରିଛନ୍ତି। ନିକଟରେ କୋଲକାତାରେ ଶେଷ ହୋଇଥିବା ଜାତୀୟ ସିନିୟର ଓପନ ଆଥଲେଟିକସ ଚାମ୍ପିୟନସିପରେ ଶହେ ମିଟର, ୨ଶହ ମିଟର ଏବଂ ୪ଗୁଣା ଶହେ ରିଲେ ରେସ ଇଭେଣ୍ଟରେ ୩ଟି ସ୍ୱର୍ଣ୍ଣ ପଦକ ଜିଣିଥିଲେ। ଏଥିପାଇଁ ଦୂତୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ୨୦୧୬ ରିଓ ଅଲିମ୍ପିକସ ପାଇଁ ଦୂତୀଙ୍କ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି […]

dutee and cm

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 10:59 AM IST

ଭୁବନେଶ୍ୱର: ଆନ୍ତର୍ଜାତିକ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ସମ୍ୱର୍ଦ୍ଧିତ କରିଛନ୍ତି। ନିକଟରେ କୋଲକାତାରେ ଶେଷ ହୋଇଥିବା ଜାତୀୟ ସିନିୟର ଓପନ ଆଥଲେଟିକସ ଚାମ୍ପିୟନସିପରେ ଶହେ ମିଟର, ୨ଶହ ମିଟର ଏବଂ ୪ଗୁଣା ଶହେ ରିଲେ ରେସ ଇଭେଣ୍ଟରେ ୩ଟି ସ୍ୱର୍ଣ୍ଣ ପଦକ ଜିଣିଥିଲେ। ଏଥିପାଇଁ ଦୂତୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ୨୦୧୬ ରିଓ ଅଲିମ୍ପିକସ ପାଇଁ ଦୂତୀଙ୍କ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସେପଟେ ଦୂତୀ ଚାନ୍ଦ କହିଛନ୍ତି ରାଜ୍ୟ ସରକାର ତାଙ୍କୁ ଚାକିରୀ ଦେଲେ ଓଡ଼ିଶା ପାଇଁ ଖେଳି ସୁନାମ ଆଣିବେ।

Related story