ଭିଜି ଟ୍ରଫି ପାଇଁ ମୁମ୍ବାଇ ସ୍କ୍ୱାଡରେ ଅର୍ଜୁନ

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆନ୍ଧ୍ର ପ୍ରଦେଶରେ ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ଭିଜି ଟ୍ରଫି ପାଇଁ ମୁମ୍ବାଇର ୧୫ଜଣିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ୧୯ ବର୍ଷୀୟ ଏହି ବାମହାତୀ ପେସ୍ ବୋଲର ଏହା ପୂର୍ବରୁ ଟି-୨୦ ମୁମ୍ବାଇ ଲିଗ୍ ଖେଳିସାରିଛନ୍ତି। ସେ ଭାରତୀୟ ଟିମର ନେଟରେ ମଧ୍ୟ ଅଭ୍ୟାସ କରିଛନ୍ତି। ଏହାଛଡ଼ା ଭିନୁ ମାଙ୍କଡ ଅଣ୍ଡର୍-୧୯ ଟ୍ରଫିରେ ସେ ମୁମ୍ବାଇ ଟିମର ସଦସ୍ୟ ଥିଲେ ଏବଂ ନିଜ ପ୍ରଦର୍ଶନ […]

arjun

arjun

Ranjit Kumar Jena
  • Published: Tuesday, 06 August 2019
  • Updated: 06 August 2019, 08:50 PM IST

Sports

Latest News

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆନ୍ଧ୍ର ପ୍ରଦେଶରେ ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ଭିଜି ଟ୍ରଫି ପାଇଁ ମୁମ୍ବାଇର ୧୫ଜଣିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି।

୧୯ ବର୍ଷୀୟ ଏହି ବାମହାତୀ ପେସ୍ ବୋଲର ଏହା ପୂର୍ବରୁ ଟି-୨୦ ମୁମ୍ବାଇ ଲିଗ୍ ଖେଳିସାରିଛନ୍ତି। ସେ ଭାରତୀୟ ଟିମର ନେଟରେ ମଧ୍ୟ ଅଭ୍ୟାସ କରିଛନ୍ତି। ଏହାଛଡ଼ା ଭିନୁ ମାଙ୍କଡ ଅଣ୍ଡର୍-୧୯ ଟ୍ରଫିରେ ସେ ମୁମ୍ବାଇ ଟିମର ସଦସ୍ୟ ଥିଲେ ଏବଂ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିଥିଲେ।

ଘୋଷିତ ଦଳ: ହାର୍ଦ୍ଦିକ ତାମୋରେ (କ୍ୟାପଟେନ୍), ସୃଜନ ଅଠାୱାଲେ, ରୁଦ୍ର ଧାଣ୍ଡେ, ଚିନ୍ମୟ ସୂତାର, ଅଶୟ ସରଦେଶାଇ, ସାଇରାଜ ପାଟିଲ୍, ଓକାଁର ଯାଦବ, ସତ୍ୟଲକ୍ଷ୍ୟ ଜୈନ୍, ମିନାଦ ମଞ୍ଜରେକର, ଅର୍ଜୁନ ତେନ୍ଦୁଲକର, ଅମନ୍ ଶେରନ୍, ଅଥର୍ବ ପୂଜାରୀ, ମ୍ୟାକ୍ସୱେଲ୍ ସ୍ୱାମୀନାଥନ୍, ପ୍ରଶାନ୍ତ ସୋଲାଙ୍କି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story