ଚେନ୍ନାଇ: ଆଜିଠାରୁ ଚେନ୍ନାଇରେ ଆରମ୍ଭ ହେବ ୫୫ ତମ ନ୍ୟାସନାଲ ଇଣ୍ଟର-ଷ୍ଟେଟ୍ ଆଥଲେଟିକସ୍ ଚାମ୍ପିଅନସିପ। ଏଠାକାର ଜବାହାରଲାଲ ନେହରୁ ଫ୍ଲଡଲାଇଟ ଷ୍ଟିଡିୟମରେ ଏହି ଚାମ୍ପିଅନସିପ୍ ଚାରିଦିନ ଧରି ଚାଲିବ। ଅଗଷ୍ଟ ୨୨ ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଜିଂରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଏହି ଚାମ୍ପିଅନସିପ ହେଉଛି ଶେଷ ସୁଯୋଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।