ଟେଷ୍ଟରୁ କ୍ଲାର୍କଙ୍କ ବିଦାୟ

ନଟିଂହାମ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ମାଇକେଲ କ୍ଲାର୍କ। ଆସେସ ସିରିଜରେ ଦଳର ପରାଜୟ ଓ ନିଜର ଖରାପ ଫର୍ମ ପାଇଁ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ମାଇକେଲ କ୍ଲାର୍କ। ଏହାକୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଜୋର ସୋରରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଶେଷ ଟେଷ୍ଟ ଖେଳିବେ ବୋଲି କହିଛନ୍ତି। ରିକି ପଣ୍ଟିଂଙ୍କ ପରେ ଏପ୍ରିଲ ୨୦୧୧ରେ କ୍ଲାର୍କ ଅେଷ୍ଟ୍ରଲିଆ ଦଳର ଅଧିନାୟକ ହୋଇଥିଲେ। ମୋଟ୍ […]

michael-clarke

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 03:58 PM IST

ନଟିଂହାମ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ମାଇକେଲ କ୍ଲାର୍କ। ଆସେସ ସିରିଜରେ ଦଳର ପରାଜୟ ଓ ନିଜର ଖରାପ ଫର୍ମ ପାଇଁ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ମାଇକେଲ କ୍ଲାର୍କ। ଏହାକୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଜୋର ସୋରରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଶେଷ ଟେଷ୍ଟ ଖେଳିବେ ବୋଲି କହିଛନ୍ତି। ରିକି ପଣ୍ଟିଂଙ୍କ ପରେ ଏପ୍ରିଲ ୨୦୧୧ରେ କ୍ଲାର୍କ ଅେଷ୍ଟ୍ରଲିଆ ଦଳର ଅଧିନାୟକ ହୋଇଥିଲେ। ମୋଟ୍ ୧୧୪ ଟେଷ୍ଟ ଖେଳିଥିବା କ୍ଲାର୍କ କରିଛନ୍ତି ୮ ହଜାର ୬୨୮ ରନ୍। ଯାହା ମଧ୍ୟରେ ରହିଛି ୨୮ଟି ଶତକ। ଆଉ ସର୍ବାଧିକ ହେଉଛି ୩୨୯ ରନ୍।

Related story