ଏସିଆନ ଗ୍ରା.ପି.ରେ ବ୍ରୋଞ୍ଜ ବିଜେତା ଅମୀୟ ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର :  ଏସିଆନ ଗ୍ରାଣ୍ଡ ପିକ୍ସ ରେ ରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଆ ସ୍ପ୍ରିଣ୍ଟର ଅମୀୟ ମଲିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏସିଆନ୍ ଗ୍ରାପି ସେକେଣ୍ଡ ଲେଗର ୪ଗୁଣା ୧୦୦ ରିଲେ ରେସରେ ଅମୀୟ ବ୍ରୋଞ୍ଜ ପଦକ ପାଇଥିଲେ। ଆସନ୍ତା ୧୦ ତାରିଖରେ ଚେନ୍ନାଇରେ ହେବାକୁ ଥିବା ଜାତୀୟ ସିନିଅର ଆଥଲେଟିକ ଚାମ୍ପିଅନସିପରେ ଭଲ ପ୍ରଦର୍ଶନ କରି ଟାଇମିଂରେ ସୁଧାର ଆଣିବା  ଲକ୍ଷ୍ୟ  ରଖିଛନ୍ତି ବୋଲି ଅମୀୟ କହିଛନ୍ତି ।

the

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 04:58 AM IST

Related story