ପାକିସ୍ତାନକୁ ୫୭ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଟ୍‌: ଆଡିଲେଟ୍‌ରେ ଚାଲିଥିବା ପଞ୍ଚମ ମ୍ୟାଚକୁ ଅଷ୍ଟ୍ରେଲିଆ ୫୭ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ୫ଟି ଟିକିଆ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ୪-୧ରେ ଜିତିଛି। ଅଷ୍ଟ୍ରେଲିଆର ୩୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ପାକିସ୍ତାନ ୪୯.୧ ବଲରେ ସମସ୍ତ ୱିକେଟ୍‌ ହରାଇ ୩୧୨ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଦଳ ପକ୍ଷରୁ ଉପ୍ନର ଆଝାର ଅଲ୍ଲୀ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଅନ୍ୟତମ ଓପ୍ନର ସରଜିଲ ଖାନ୍‌ ୭୯, ବାବର […]

starc_ap_m

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 11:12 PM IST

ଆଡିଲେଟ୍‌: ଆଡିଲେଟ୍‌ରେ ଚାଲିଥିବା ପଞ୍ଚମ ମ୍ୟାଚକୁ ଅଷ୍ଟ୍ରେଲିଆ ୫୭ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ୫ଟି ଟିକିଆ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ୪-୧ରେ ଜିତିଛି।

ଅଷ୍ଟ୍ରେଲିଆର ୩୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ପାକିସ୍ତାନ ୪୯.୧ ବଲରେ ସମସ୍ତ ୱିକେଟ୍‌ ହରାଇ ୩୧୨ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଦଳ ପକ୍ଷରୁ ଉପ୍ନର ଆଝାର ଅଲ୍ଲୀ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଅନ୍ୟତମ ଓପ୍ନର ସରଜିଲ ଖାନ୍‌ ୭୯, ବାବର ଆଜ୍‌ମ ୧୦୦ ଓ ଉମର ଆକ୍‌ମଲ ୪୬ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସବାଧିକ ୪ଟି ୱିକେଟ୍‌ ନେଇଥିଲେ।

ଅଷ୍ଟ୍ରେଲିଆ ବିଜୟ ଅଭିଯାନର ପ୍ରମୁଖ ଭୂମିକା ନେଇଥିଲେ ଓପ୍ନନର ଡେଭିଡ୍‌ ୱାର୍ଣ୍ଣନ ଓ ଟି. ହେଡ୍‌। ଉଭୟ ଶତକୀୟ ଇନିଂସ ଖେଳିଥିଲେ। ୱାର୍ଣ୍ଣନ ୧୨୮ ବଲ୍‌ରେ ଧୂଆଧାର ବ୍ୟାଟିଂ କରି ୧୭୩ ରନ୍‌ରେ କରିଥିବା ବେଳେ ହେଡ୍‌ ୧୩୮ ରନ୍‌ କରି ଆଉଟ୍‌ ହୋଇଯାଇ ଥିଲେ।

Related story