ବିରାଟ-ସଚିନ ତ ବହୁ ପଛରେ, ବ୍ରାଡ଼ମ୍ୟାନ୍‌ ବି କିଛି ନୁହନ୍ତି ଏହି କ୍ରିକେଟର୍‌ଙ୍କ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଫଗାନିସ୍ଥାନର ଯୁବ କ୍ରିକେଟର୍‌ ବାହିର ଶାହ ଗୋଟିଏ ମାମଲରେ କ୍ରିକେଟ୍‌ ଜଗତର ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ସେ ଫାଷ୍ଟକ୍ଲାସ୍‌ କ୍ରିକେଟ୍‌ରେ ସର୍ବାଧିକ ଆଭରେଜ୍‌ରେ ରନ୍‌ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରାଡମ୍ୟାନ୍‌ଙ୍କ ନାଁରେ ରହିଥିଲା। ଯାହାକୁ ଏବେ ଆଇସିସି ନିଜ ଟ୍ୱିଟର୍‌ ଆକାଉଣ୍ଟରେ ସେୟାର କରିଛି। ସାର୍‌ ଡୋନାଲ୍ଡ ବ୍ରାଡମ୍ୟାନ୍‌ ନିଜ କ୍ୟାରିୟରରେ ୨୩୪ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ସେ […]

sachin

sachin

Ordigital Desk
  • Published: Thursday, 11 January 2018
  • Updated: 11 January 2018, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଫଗାନିସ୍ଥାନର ଯୁବ କ୍ରିକେଟର୍‌ ବାହିର ଶାହ ଗୋଟିଏ ମାମଲରେ କ୍ରିକେଟ୍‌ ଜଗତର ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ସେ ଫାଷ୍ଟକ୍ଲାସ୍‌ କ୍ରିକେଟ୍‌ରେ ସର୍ବାଧିକ ଆଭରେଜ୍‌ରେ ରନ୍‌ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରାଡମ୍ୟାନ୍‌ଙ୍କ ନାଁରେ ରହିଥିଲା। ଯାହାକୁ ଏବେ ଆଇସିସି ନିଜ ଟ୍ୱିଟର୍‌ ଆକାଉଣ୍ଟରେ ସେୟାର କରିଛି।

ସାର୍‌ ଡୋନାଲ୍ଡ ବ୍ରାଡମ୍ୟାନ୍‌ ନିଜ କ୍ୟାରିୟରରେ ୨୩୪ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ସେ ୯୫.୧୪ ଆଭରେଜରେ ୨୮୦୬୭ ରନ୍‌ କରିଛନ୍ତି। କିନ୍ତୁ ବାହିର ଶାହ ଏପର୍ଯ୍ୟନ୍ତ ଫାଷ୍ଟକ୍ଲାସ୍‌ କ୍ୟାରିୟରରେ ୭ଟି ମ୍ୟାଚ୍‌ ଖେଳି ୧୨୧.୭୭ ଆଭରେଜରେ ୧୦୯୬ରନ କରିଛନ୍ତି। ୧୮ ବର୍ଷ ବୟସର ବାହିର ଫାଷ୍ଟକ୍ଲାସ୍‌ କ୍ରିକେଟରେ ସବୁଠାରୁ ଅଧିକ ଆଭରେଜରେ ଦୃତ ୧୦୦୦ ରନ ପୂରଣ କରିଛନ୍ତି। ଯାହା କ୍ରିକେଟ ଇତିହାସର ପ୍ରଥମ ଘଟଣା।

ନିଜର ଡେବ୍ୟୁ ମ୍ୟାଚରେ ବାହିର ଅପରାଜିତ ୨୫୬ ରନ କରିଥିଲେ। ଏହା ଡେବ୍ୟୁ ମ୍ୟାଚ୍‌ରେ କୌଣସି କ୍ରିକେଟର୍‌ଙ୍କ ଦ୍ୱିତୀୟ ସର୍ବାଧିକ ସ୍କୋର। ବାହିର ଡେବ୍ୟୁ ମ୍ୟାଚ୍‌ ଖେଳିବାର ୫ଟି ଇଂନିସ ପରେ ତାଙ୍କ ଜୀବନର ପ୍ରଥମ ତ୍ରିଶତକ ହାସଲ କରିଥିଲେ। ସେ ଏହି ମାମଲାରେ ପାକିସ୍ତାନର ଜାଭେଦ ମିଆଁଦାଦଙ୍କ ପରେ ସବୁଠୁ କମ ବୟସର ଖେଳାଳି ବନି ଯାଇଛନ୍ତି। ଯିଏ ସବୁଠୁ କମ ବୟସରେ ଟ୍ରିପୁଲ୍‌ ସେଞ୍ଚୁରୀ ଲଗାଇଛନ୍ତି।  ଏହି ମାମଲାରେ ଗଡ଼ ଅଫ୍‌ କ୍ରିକେଟ୍‌ କୁହାଯାଉଥିବା ସଚିନ ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବହୁ ପଛରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story