ବାଂଲାଦେଶ ଟି-୨୦ ସ୍କ୍ୱାଡରୁ ସୌମ୍ୟ ସରକାର ଆଉଟ୍

ଢ଼ାକା: ଚଳିତ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ବାକି ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସୋମବାର ଜାତୀୟ ଦଳର ଚୟନ କରିଛି। ଟିମରୁ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ସୌମ୍ୟ ସରକାରଙ୍କୁ ବାଦ୍ ଦେଇଥିବା ବେଳେ ତିନିଜଣ ନୂଆ ଖେଳାଳିଙ୍କ ସାମିଲ୍ କରିଛି। ତିନୋଟି ଦେଶକୁ ନେଇ ଚାଲିଥିବା ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବାଂଲାଦେଶର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ। ତୃତୀୟ ଏବଂ ଚତୁର୍ଥ ମୁକାବିଲା ପାଇଁ ମହମ୍ମଦ ନଇମ, ଅନିମୁଲ […]

SOIUMYA

SOIUMYA

Ranjit Kumar Jena
  • Published: Monday, 16 September 2019
  • Updated: 16 September 2019, 08:19 PM IST

Sports

Latest News

ଢ଼ାକା: ଚଳିତ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ବାକି ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସୋମବାର ଜାତୀୟ ଦଳର ଚୟନ କରିଛି। ଟିମରୁ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ସୌମ୍ୟ ସରକାରଙ୍କୁ ବାଦ୍ ଦେଇଥିବା ବେଳେ ତିନିଜଣ ନୂଆ ଖେଳାଳିଙ୍କ ସାମିଲ୍ କରିଛି।

ତିନୋଟି ଦେଶକୁ ନେଇ ଚାଲିଥିବା ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବାଂଲାଦେଶର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ। ତୃତୀୟ ଏବଂ ଚତୁର୍ଥ ମୁକାବିଲା ପାଇଁ ମହମ୍ମଦ ନଇମ, ଅନିମୁଲ ଇସଲାମ୍ ଏବଂ ନଜମୁଲ୍ ହୁସେନଙ୍କୁ ଟିମରେ ସାମିଲ୍ କରାଯାଇଛି। ଜିମ୍ବାୱେ ବିପକ୍ଷ ପ୍ରଥମ ମ୍ୟାଚରେ ବାଂଲାଦେଶ ୬୦ ରନରେ ୬ ୱିକେଟ୍ ହରାଇଥିଲା, ତେବେ ପରେ ଟିମ୍ ୩ ୱିକେଟରେ ମୁକାବିଲାକୁ ଜିତି ନେଇଥିଲା।

ଆଫଗାନିସ୍ତାନ ବିପକ୍ଷରେ ୩୨ ରନ୍ ଭିତରେ ବାଂଲାଦେଶ ତା'ର ଶୀର୍ଷ ୪ଜଣ ବ୍ୟାଟ୍ସମ୍ୟାନ୍ ହରାଇଥିଲା ଏବଂ ଏହି ମ୍ୟାଚ୍ ୨୫ ରନରେ ହାରିଯାଇଥିଲା। ଏହି ସିରିଜରେ ସୌମ୍ୟ ସରକାର ୨ଟି ମ୍ୟାଚରେ ମାତ୍ର ୪ ରନ୍ କରିଛନ୍ତି। ପେସ୍ ବୋଲର ରୁବେଲ୍ ହୁସେନ୍ ଏବଂ ଶାଫିଉଲ୍ ଇସଲାମଙ୍କୁ ମଧ୍ୟ ଟିମରେ ସାମିଲ୍ କରାଯାଇଛି। ତେବେ ମେହିଦି ହାସନ୍ ମିରାଜ ଓ ୟାସିର୍ ଆରାଫତଙ୍କୁ ବାଦ୍ ଦିଆଯାଇଛି।

ଘୋଷିତ ଦଳ: ସାକିବ୍ ଅଲ୍ ହାସନ୍ (କ୍ୟାପଟେନ୍), ମୁଶଫିକର୍ ରହିମ୍ (ୱିକେଟକିପର), ମହମଦୁଲ୍ଲା, ସବିର୍ ରେହମାନ୍, ମୋସାଡିକ୍ ହୁସେନ୍, ଲିଟନ୍ ଦାସ, ଆଫିଫ୍ ହୁସେନ୍, ତାଇଜୁଲ୍ ଇସଲାମ୍, ରୁବେଲ୍ ହୁସେନ୍, ସାଫିଉଲ୍ ଇସଲାମ୍, ମୁସ୍ତାଫିଜୁର୍ ରେହମାନ୍, ମହମ୍ମଦ ସୈଫୁଦ୍ଦିନ, ମହମ୍ମଦ ନଇମ୍ ଶେଖ୍, ଆମିନୁଲ୍ ଇସଲାମ୍, ନଜମୁଲ୍ ହୁସେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story