୮ ବର୍ଷ ପରେ ବାଂଲାଦେଶ ଦିନିକିଆ ଦଳକୁ ଫେରିଲେ ମୁଶାରଫ୍‌ ହୁସେନ୍‌

ଢାକା: ୮ ବର୍ଷ ପରେ ବାଂଲାଦେଶ ଦିନିକିଆ ଦଳକୁ ଫେରିଛନ୍ତି ବାମହାତୀ ସ୍ପିନର ମୁଶାରଫ ହୁସେନ। ମୀରପୁରରେ ଶନିବାର ହେବାକୁ ଥିବା ଆଫ୍‌ଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ୍‌ର ଶେଷ ଦିନିକିଆରେ ପେସର ରୁବେଲ ହୁସେନ୍‌ଙ୍କ ବଦଳରେ ସେ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୁବେଲ ୩ ଓଭରରେ ୨୪ ରନ୍‌ ଦେଇଥିଲେ। ଫଳରେ ଦଳ ୨ ୱିକେଟରେ ପରାସ୍ତ ହୋଇଥିଲା। ତେଣୁ ରୁବେଲଙ୍କ ବଦଳରେ ଦଳ ମୁଶାରଫଙ୍କୁ ସ୍ଥାନ ଦେଇଛି। ମୁଶାରଫ୍‌ ୩ଟି ଦିନିକିଆ ଖେଳିଛନ୍ତି। […]

musaraf

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 12:40 PM IST

ଢାକା: ୮ ବର୍ଷ ପରେ ବାଂଲାଦେଶ ଦିନିକିଆ ଦଳକୁ ଫେରିଛନ୍ତି ବାମହାତୀ ସ୍ପିନର ମୁଶାରଫ ହୁସେନ। ମୀରପୁରରେ ଶନିବାର ହେବାକୁ ଥିବା ଆଫ୍‌ଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ୍‌ର ଶେଷ ଦିନିକିଆରେ ପେସର ରୁବେଲ ହୁସେନ୍‌ଙ୍କ ବଦଳରେ ସେ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୁବେଲ ୩ ଓଭରରେ ୨୪ ରନ୍‌ ଦେଇଥିଲେ। ଫଳରେ ଦଳ ୨ ୱିକେଟରେ ପରାସ୍ତ ହୋଇଥିଲା। ତେଣୁ ରୁବେଲଙ୍କ ବଦଳରେ ଦଳ ମୁଶାରଫଙ୍କୁ ସ୍ଥାନ ଦେଇଛି।

ମୁଶାରଫ୍‌ ୩ଟି ଦିନିକିଆ ଖେଳିଛନ୍ତି। ସେ ୨୦୦୮ ପରଠାରୁ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି।

Related story