ବାରବାଟୀ ବୋତଲ ଫିଙ୍ଗା ଘଟଣାର ତଦନ୍ତ ରିପୋର୍ଟ ଦିଆସରିଛି: ଗୃହ ସଚିବ

ଭୁବନେଶ୍ୱର: ବାରବାଟୀ ବୋତଲ ଫିଙ୍ଗା ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇସାରିଛି ବୋଲି ଗୃହ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବୋତଲ ଫିଙ୍ଗ। ଘଟଣାର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ତେବେ ତଦନ୍ତ ସମ୍ପର୍କରେ ବାହାରେ କିଛି କହିବାକୁ ସେ ମାନ କରିଦେଇଛନ୍ତି। ସୂଚନାଯୋଗ୍ୟ, ବାରବାଟୀରେ ଭାରତ, ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ ବେଳେ ଭାରତର ଖରାପ ପ୍ରଦର୍ଶନକୁ ନେଇ ଦର୍ଶକମାନେ ବୋତଲ […]

barabati

Rakesh Mallick
  • Published: Thursday, 12 November 2015
  • , Updated: 13 November 2015, 10:34 AM IST

ଭୁବନେଶ୍ୱର: ବାରବାଟୀ ବୋତଲ ଫିଙ୍ଗା ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇସାରିଛି ବୋଲି ଗୃହ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବୋତଲ ଫିଙ୍ଗ। ଘଟଣାର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ତେବେ ତଦନ୍ତ ସମ୍ପର୍କରେ ବାହାରେ କିଛି କହିବାକୁ ସେ ମାନ କରିଦେଇଛନ୍ତି।

ସୂଚନାଯୋଗ୍ୟ, ବାରବାଟୀରେ ଭାରତ, ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ ବେଳେ ଭାରତର ଖରାପ ପ୍ରଦର୍ଶନକୁ ନେଇ ଦର୍ଶକମାନେ ବୋତଲ ଫିଙ୍ଗିଥିଲେ । ତେବେ ଏହି ଘଟଣା ଘଟିବା ପାଇଁ କିଏ ଦାୟୀ, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ରାଜ୍ୟ ସରକାର ଗୃହ ସଚିବଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ।

Related story