ବାରବାଟୀ ଭିତରକୁ ଯାଇପାରିଲେନି ଅନ୍‌ଲାଇନ୍‌ ଟିକେଟଧାରୀ

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 04:52 PM IST
<p>କଟକ(ଓଡ଼ିଶା ରିପୋର୍ଟର): କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ଅନ୍&zwnj;ଲାଇନ୍&zwnj;ରେ ଟିକେଟ କରିଥିବା ଦର୍ଶକମାନେ ଏବେ ଭିତରକୁ ଯାଇପାରୁନାହାନ୍ତି। ଏହି ଟିକଟରେ ନମ୍ବର କି ଡିସିପିଙ୍କ ଦସ୍ତଖତ ନାହିଁ। ତେଣୁ ସୁରକ୍ଷା କର୍ମୀ ଷ୍ଟାଡିୟମ ଭିତରକୁ ଅନ୍&zwnj;ଲାଇନ୍&zwnj; ଟିକେଟଧାରୀଙ୍କୁ ଛାଡ଼ୁ ନାହାନ୍ତି। ଏହାକୁ ନେଇ ଗେଟ୍&zwnj; ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇବା ସହ ହୋହଲ୍ଲା କରିଛନ୍ତି। ପରେ କେତେକ ଦର୍ଶନ ଗେଟ୍&zwnj; ସମ୍ମୁଖରେ ଧାରଣାରେ ବସିଛନ୍ତି।</p>

Related story