କାର୍ତ୍ତିକଙ୍କ କ୍ଷମା ପ୍ରାର୍ଥନା ସ୍ୱୀକାର କଲା ବିସିସିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଥିବା ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ନିଜର ଭୁଲ୍ ପାଇଁ ବିସିସିଆଇକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ, ଯାହାକୁ ବୋର୍ଡ ସ୍ୱୀକାର କରିନେଇଛି। ଶାହରୁଖ ଖାନଙ୍କ ମାଲିକାନାସତ୍ୱ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ମ୍ୟାଚ୍ ଦେଖି କାର୍ତ୍ତିକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଥିଲେ। ଏ ନେଇ ବିସିସିଆଇଠାରୁ ନୋଟିସ୍ ପାଇବା ପରେ କାର୍ତ୍ତିକ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। କାର୍ତ୍ତିକ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟିମର […]

dk

dk

Ranjit Kumar Jena
  • Published: Monday, 16 September 2019
  • Updated: 16 September 2019, 06:40 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଥିବା ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ନିଜର ଭୁଲ୍ ପାଇଁ ବିସିସିଆଇକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ, ଯାହାକୁ ବୋର୍ଡ ସ୍ୱୀକାର କରିନେଇଛି। ଶାହରୁଖ ଖାନଙ୍କ ମାଲିକାନାସତ୍ୱ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ମ୍ୟାଚ୍ ଦେଖି କାର୍ତ୍ତିକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଥିଲେ।

ଏ ନେଇ ବିସିସିଆଇଠାରୁ ନୋଟିସ୍ ପାଇବା ପରେ କାର୍ତ୍ତିକ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। କାର୍ତ୍ତିକ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟିମର କ୍ୟାପଟେନ୍ ଅଛନ୍ତି। ସେ ଡ୍ରେସିଂ ରୁମରେ ଟିନବାଗୋର ଜର୍ସି ପିନ୍ଧି ମ୍ୟାଚ୍ ଦେଖିଥିଲେ। ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଅନୁଯାୟୀ, ଭାରତ ପକ୍ଷରୁ ୨୬ ଟେଷ୍ଟ ଓ ୯୪ ଦିନିକିଆ ଖେଳିଥିବା କାର୍ତ୍ତିକଙ୍କୁ ଏହି ମ୍ୟାଚ୍ ଦେଖିବା ପାଇଁ ବୋର୍ଡଠାରୁ ଅନୁମତି ନେବାର ଆବଶ୍ୟକ ଥିଲା। ତାଙ୍କ ଚୁକ୍ତି ତାଙ୍କୁ କୌଣସି ବ୍ୟକ୍ତିଗତ ଲିଗରେ ଭାଗ ନେବା ପାଇଁ ଅନୁମତି ଦିଏନାହିଁ।

ବିସିସିଆଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ପଚାରିଥିଲା ଯେ, ତାଙ୍କ କେନ୍ଦ୍ରୀୟ ଚୁକ୍ତି କାହିଁକି ବାତିଲ କରାଯିବ ନାହିଁ। ଜବାବରେ କାର୍ତ୍ତିକ କହିଥିଲେ, କେକେଆର୍ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ଅନୁରୋଧ କ୍ରମେ ସେ ପୋର୍ଟ ଅଫ୍ ସ୍ପେନ୍ ଯାଇଥିଲେ ଏବଂ ତାଙ୍କ କହିବା ପରେ ହିଁ ଟିକେଆର୍ ଟିମର ଜର୍ସି ପିନ୍ଧି ମ୍ୟାଚ୍ ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story