କଟକରେ ବିସିସିଆଇ ଆଣ୍ଟି ଡୋପିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ

କଟକ (ଓଡ଼ିଶା ରିପୋର୍ଟର୍): ବାରବାଟୀ ଷ୍ଟାଡିୟମସ୍ଥ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କନଫରେନ୍ସ ହଲରେ ବିସିସିଆଇ ଆଣ୍ଟି ଡୋପିଙ୍ଗ୍ ଏବଂ ଆଣ୍ଟି କରପସନ୍ ଏଜୁକେଶନ୍ ପ୍ରୋଗ୍ରାମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବୟସ ବର୍ଗର ପ୍ରାୟ ୨୦୦ ଖେଳାଳି (ଉଭୟ ପୁରୁଷ ଓ ମହିଳା) ସମେତ କୋଚ୍, ଫିଜିଓ ଓ ଟ୍ରେନର୍ ଅଂଶଗ୍ରହଣ କରିଥିଲେ। ଓସିଏର ସିଇଓ ବିଦ୍ୟୁତ୍ କୁମାର ନାୟକ ସମସ୍ତଙ୍କ ଅଂଶଗ୍ରହଣକାରୀ ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିସିସିଆଇର ଆଣ୍ଟି […]

oca1

Ranjit Kumar Jena
  • Published: Monday, 12 August 2019
  • , Updated: 12 August 2019, 06:15 PM IST

କଟକ (ଓଡ଼ିଶା ରିପୋର୍ଟର୍): ବାରବାଟୀ ଷ୍ଟାଡିୟମସ୍ଥ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କନଫରେନ୍ସ ହଲରେ ବିସିସିଆଇ ଆଣ୍ଟି ଡୋପିଙ୍ଗ୍ ଏବଂ ଆଣ୍ଟି କରପସନ୍ ଏଜୁକେଶନ୍ ପ୍ରୋଗ୍ରାମ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବୟସ ବର୍ଗର ପ୍ରାୟ ୨୦୦ ଖେଳାଳି (ଉଭୟ ପୁରୁଷ ଓ ମହିଳା) ସମେତ କୋଚ୍, ଫିଜିଓ ଓ ଟ୍ରେନର୍ ଅଂଶଗ୍ରହଣ କରିଥିଲେ। ଓସିଏର ସିଇଓ ବିଦ୍ୟୁତ୍ କୁମାର ନାୟକ ସମସ୍ତଙ୍କ ଅଂଶଗ୍ରହଣକାରୀ ଖେଳାଳିଙ୍କୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିସିସିଆଇର ଆଣ୍ଟି ଡୋପିଙ୍ଗ୍ ଅଫିସିଆଲ୍ ଅଭିଜିତ୍ ସାଲଭି ଓ ଅଂଶୁମାନ୍ ଉପାଧ୍ୟାନ ଯୋଗଦେଇ ଖେଳାଳିମାନଙ୍କୁ ଡୋପିଙ୍ଗ୍ ଏବଂ ଦୁର୍ନୀତୀ ଉପରେ ସଚେତନ କରାଇଥିଲେ। ଏଥିରେ ଓସିଏ କୋ-ଅର୍ଡିନେଟର୍ ଡାନିଏଲ୍ ରାଉତ ଓ ଶିବୁପ୍ରକାଶ ଘୋଷ ଉପସ୍ଥିତ ଥିଲେ।

Related story