ପିଫା ବିଶ୍ୱକପ: ୨-୧ରେ ହାରି ବିଶ୍ୱକପରୁ ବ୍ରାଜିଲ୍‌ ବିଦା, ସେମିରେ ବେଲଜିୟମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲକୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ଫଳରେ ଷଷ୍ଠ ଥର ଚାମ୍ପିୟମ ହେବା ଆଶା ଧୂଳିସାତ ହୋଇଛି ବ୍ରାଜିଲ୍‌ର। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲେ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ ରୋକିବାକୁ ଯାଇ ନିଜ […]

belgium-vs-japan-660

belgium-vs-japan-660

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 04:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲକୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ଫଳରେ ଷଷ୍ଠ ଥର ଚାମ୍ପିୟମ ହେବା ଆଶା ଧୂଳିସାତ ହୋଇଛି ବ୍ରାଜିଲ୍‌ର। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲେ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ ରୋକିବାକୁ ଯାଇ ନିଜ ଗୋଲ୍‌ ପୋଷ୍ଟକୁ ଭୁଲରେ ବଲ ମାରିଦେଇଥିଲେ ବ୍ରାଜିଲେ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋ। ଯାହା ବ୍ରାଜିଲକୁ ମହଙ୍ଗା ପଡ଼ିଥିଲା। ମ୍ୟାଚ୍‌ର ୩୨ ମିନିଟରେ ବେଲଜିୟମ୍‌ର କେଭିନ ଡି ବ୍ରେନେ ଆଉ ଏକ ଗୋଲ ଦେଇ ବିଜୟ ସୁନିଶ୍ଚିତ କରିଥିଲେ। ବ୍ରାଜିଲ ମ୍ୟାଚ୍‌ର ୭୬ ମିନିଟରେ ସମ୍ମାନ ସୂଚକ ଏକ ଗୋଲ୍‌ ସ୍କୋର କରିଥିଲା।

Image result for belgium vs brazil

ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ଏହି ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ରାଫେଲ ଭାରାନେ ଓ ଆଣ୍ଟୋନି ଗ୍ରେଜମ୍ୟାନ୍ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ମ୍ୟାଚର ୪୦ ତମ ମିନିଟରେ ରାଫେଲ ଫ୍ରାନ୍ସ ପକ୍ଷରୁ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା ଫ୍ରାନ୍ସ। ପରେ ଆଣ୍ଟୋନି ୬୧ତମ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ। ସେମି ଫାଇନାଲରେ ମୁହାଁମୁହିଁ ହେବେ ଗତକାଲିର ବିଜେତା ଫ୍ରାନ୍ସ ଓ ବେଲଜିୟମ୍‌।

Image result for belgium vs brazil

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story