ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଚତୁର୍ଥ ଦିନ

କଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଚତୁର୍ଥ ଦିନ। ୧୫୭ ରନରେ ଆଗୁଆ ଥିବା ଭାରତ ଆଜି ୧ ୱିକେଟରେ ୭୦ ରନରୁ ଖେଳ ଆରମ୍ଭ କରିବ। ଗତକାଲି ଦ୍ୱିତୀୟ ପାଳି ଆରମ୍ଭ କରି ପ୍ରଥମ ଓଭରରେ ଲୋକେଶ ରାହୁଲଙ୍କ ୱିକେଟ୍ ହରାଇଥିଲା ଟିମ ଇଣ୍ଡିଆ। ପରେ ସ୍ଥିତି ସମ୍ଭାଳିଥିଲେ ବିଜୟ ଏବଂ ରାହାଣେ। ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୦୬ ରନରେ ଅଲ୍ଆଉଟ୍ ହୋଇଯାଇଥିଲା।

cricket

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 02:46 AM IST

Related story