ଭୁବନେଶ୍ୱରରେ ପହଞ୍ଚିଲେ କଳିଙ୍ଗ ଲାନର୍ସର ଖେଳାଳି

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ପାଇଁ ଓଡ଼ିଶା ଫ୍ରାଞ୍ଚାଇଜ୍ କଳିଙ୍ଗ ଲାନର୍ସର ଭାରତୀୟ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ସଂଧ୍ୟାରେ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ, ଷ୍ଟାଲିନ୍ ମିଞ୍ଜ, ମଲକ ସିଂ ଓ ଏସ୍.କେ ଉଥାପ୍ପା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାଗତ କରାଯାଇଥିଲା। ଏହା ପରେ ଧରମବୀର ସିଂ, ପ୍ରଦୀପ ମର୍, ଏ.କେ.ପାଣ୍ଡେ ଗୁରୁଜିନ୍ଦର ସିଂ, ଲଳିତକୁମାର ଉପାଧ୍ୟାୟ ପ୍ରମୁଖ ପହଞ୍ଚିଛନ୍ତି।

kalinga lancer

Rakesh Mallick
  • Published: Wednesday, 06 January 2016
  • , Updated: 07 January 2016, 03:37 AM IST

Related story