ଭୁବନେଶ୍ୱର: ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନସିପରେ ମହାରାଷ୍ଟ୍ରକୁ ଡ଼ବଲ ଟାଇଟଲ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନସିପରେ ମହାରାଷ୍ଟ୍ରକୁ ଡ଼ବଲ ଟାଇଟଲ ମିଳିଛି। ଆୟୋଜକ ଓଡ଼ିଶାକୁ ଡ଼ବଲ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ପୁରୁଷ ବର୍ଗର ଫାଇନାଲରେ ମହାରାଷ୍ଟ୍ର କେରଳକୁ ୧୯-୧୭ ରେ ହରାଇ ଚାମ୍ପିୟନ ହୋଇଥିବା ବେଳେ ମହିଳା ବର୍ଗରେ ମଧ୍ୟ କର୍ଣ୍ଣାଟକକୁ ୧୦-୦୯ ରେ ହରାଇ ଟ୍ରଫି ହାସଲ କରିଛି। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଆୟୋଜକ ଓଡିଶା ପୁରୁଷ ବର୍ଗରେ କୋଲହାପୁରକୁ ହରାଇଥିବା ବେଳେ […]

khoko

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 04:40 AM IST

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନସିପରେ ମହାରାଷ୍ଟ୍ରକୁ ଡ଼ବଲ ଟାଇଟଲ ମିଳିଛି। ଆୟୋଜକ ଓଡ଼ିଶାକୁ ଡ଼ବଲ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ପୁରୁଷ ବର୍ଗର ଫାଇନାଲରେ ମହାରାଷ୍ଟ୍ର କେରଳକୁ ୧୯-୧୭ ରେ ହରାଇ ଚାମ୍ପିୟନ ହୋଇଥିବା ବେଳେ ମହିଳା ବର୍ଗରେ ମଧ୍ୟ କର୍ଣ୍ଣାଟକକୁ ୧୦-୦୯ ରେ ହରାଇ ଟ୍ରଫି ହାସଲ କରିଛି। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଆୟୋଜକ ଓଡିଶା ପୁରୁଷ ବର୍ଗରେ କୋଲହାପୁରକୁ ହରାଇଥିବା ବେଳେ ମହିଳା ବର୍ଗରେ କେରଳକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି।

Related story