ବିଦର୍ଭ-ଓଡିଶା ରଣଜୀ ଟ୍ରଫି:ଆଜି ୭୯ ରନରୁ ଖେଳ ଆରମ୍ଭ କରିବ ଓଡିଶା

ନାଗପୁର: ନାଗପୁରରେ ଖେଳାଯାଉଥିବା ବିଦର୍ଭ-ଓଡ଼ିଶା ରଣଜୀ ଟ୍ରଫିର ତୃତୀୟ ଦିନରେ ଆଜି ୭୯ ରନରୁ ଖେଳ ଆରମ୍ଭ କରିବ ଓଡ଼ିଶା। ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୨ ଉଇକେଟ୍ ହରାଇ ସଂଗ୍ରହ କରିଥିଲା ୭୯ରନ୍ । ଦୁଇ ଓପନର ଗିରିଜା ରାଉତ ୨୫ ‌ଏବଂ ନଟରାଜ ବେହେରା ୧୮ରନ୍ କରି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୨ଟି ଶତକ ଜରିଆରେ ବିଦର୍ଭ ଏହାର ସମସ୍ତ […]

ctc

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 04:34 AM IST

ନାଗପୁର: ନାଗପୁରରେ ଖେଳାଯାଉଥିବା ବିଦର୍ଭ-ଓଡ଼ିଶା ରଣଜୀ ଟ୍ରଫିର ତୃତୀୟ ଦିନରେ ଆଜି ୭୯ ରନରୁ ଖେଳ ଆରମ୍ଭ କରିବ ଓଡ଼ିଶା। ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୨ ଉଇକେଟ୍ ହରାଇ ସଂଗ୍ରହ କରିଥିଲା ୭୯ରନ୍ । ଦୁଇ ଓପନର ଗିରିଜା ରାଉତ ୨୫ ‌ଏବଂ ନଟରାଜ ବେହେରା ୧୮ରନ୍ କରି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୨ଟି ଶତକ ଜରିଆରେ ବିଦର୍ଭ ଏହାର ସମସ୍ତ ଉଇକେଟ୍ ହରାଇ ପ୍ରଥମ ଇନିଂସରେ ୪୬୭ ରନ୍ କରିଛି।

Related story