ରିଓ ଅଲିମ୍ପିକ୍‌ରୁ ବୋମ୍ବାଲ୍ୟା ଦେବୀ ଓ ଦୀପିକା କୁମାରୀ ବାଦ୍‌

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ଭାରତର ଦୀପିକା କୁମାରୀ ଓ ବୋମ୍ବାଲ୍ୟା ଦେବୀଙ୍କ ଅଭିଯାନ ଶେଷ ହୋଇଛି। ଆଜି ମେକ୍ସିକୋର ଏ.ଭାଲେନ୍‌ସିଆଙ୍କଠାରୁ ୧୦୨-୧୦୪ରେ ପରାସ୍ତ ହୋଇ ଭାରତର ତୀରନ୍ଦାଜ ବୋମ୍ବଲ୍ୟା ଦେବୀ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଥିବା ବେଳେ ଦୀପିକା ତାଇପେଇର ଟିଙ୍ଗ ଟାନ୍‌ ୟାଙ୍କଠାରୁ ୮୦-୮୭ରେ ପରାଜିତ ହୋଇଛନ୍ତି। ବୋମ୍ବାଲ୍ୟା ଦେବୀ ୨୬-୨୮, ୨୩-୨୬, ୨୭-୨୮, ୨୩-୨୫ରେ ମେକ୍ସିକୋର ଭାଲେନ୍‌ସିଆଙ୍କଠାରୁ ପରାଜିତ ହୋଇଥିବା ବେଳେ ଦୀପିକା ୨୭-୨୮, ୨୬-୨୯ […]

bombalya debi

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 07:31 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ଭାରତର ଦୀପିକା କୁମାରୀ ଓ ବୋମ୍ବାଲ୍ୟା ଦେବୀଙ୍କ ଅଭିଯାନ ଶେଷ ହୋଇଛି। ଆଜି ମେକ୍ସିକୋର ଏ.ଭାଲେନ୍‌ସିଆଙ୍କଠାରୁ ୧୦୨-୧୦୪ରେ ପରାସ୍ତ ହୋଇ ଭାରତର ତୀରନ୍ଦାଜ ବୋମ୍ବଲ୍ୟା ଦେବୀ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଥିବା ବେଳେ ଦୀପିକା ତାଇପେଇର ଟିଙ୍ଗ ଟାନ୍‌ ୟାଙ୍କଠାରୁ ୮୦-୮୭ରେ ପରାଜିତ ହୋଇଛନ୍ତି।

ବୋମ୍ବାଲ୍ୟା ଦେବୀ ୨୬-୨୮, ୨୩-୨୬, ୨୭-୨୮, ୨୩-୨୫ରେ ମେକ୍ସିକୋର ଭାଲେନ୍‌ସିଆଙ୍କଠାରୁ ପରାଜିତ ହୋଇଥିବା ବେଳେ ଦୀପିକା ୨୭-୨୮, ୨୬-୨୯ ଓ ୨୭-୩୦ରେ ତାଇପେଇ ପ୍ରତିଯୋଗିତାଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଏ ଦୁହିଁଙ୍କ ପରାଜୟ ପରେ ରିଓ ଅଲିମ୍ପିକ୍‌ରେ ଭାରତର ମହିଳା ବର୍ଗ ତୀରନ୍ଦାଜଙ୍କ ଅଭିଯାନ ଶେଷ ହୋଇଛି।

Related story