ଟିମ୍ ଇଣ୍ଡିଆ ଜର୍ସିରେ ଆଉ ରହିବନି OPPO!

ନୂଆଦିଲ୍ଲୀ: ପାଖାପାଖି ଅଢ଼େଇ ବର୍ଷ ହେଲା ଟିମ୍ ଇଣ୍ଡିଆର ଜର୍ସିରେ ସ୍ଥାନ ପାଇଛି ଚାଇନାର ‘ଓପୋ’ ମୋବାଇଲ୍ କମ୍ପାନୀର ନାଁ। ତେବେ ଏବେ ଏହା ବଦଳିଯିବ। ଏହା ବଦଳରେ ଟିମ୍ ଇଣ୍ଡିଆର ଜର୍ସିରେ ରହିବ ଭାରତର ଅନ୍‌ଲାଇନ୍‌ କୋଚିଂ କମ୍ପାନୀ BYJU’Sର ନାଁ। ଏକ ଇଂରାଜୀ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି। ଏଥିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଜର୍ସିରୁ ‘ଓପୋ’ ହଟିବ। ୨୦୧୭ ମାର୍ଚ୍ଚରେ ‘ଓପୋ’ ଟିମ୍ […]

team india

team india

Subhransu Sekhar
  • Published: Thursday, 25 July 2019
  • Updated: 26 July 2019, 10:56 AM IST

Sports

Latest News

ନୂଆଦିଲ୍ଲୀ: ପାଖାପାଖି ଅଢ଼େଇ ବର୍ଷ ହେଲା ଟିମ୍ ଇଣ୍ଡିଆର ଜର୍ସିରେ ସ୍ଥାନ ପାଇଛି ଚାଇନାର ‘ଓପୋ’ ମୋବାଇଲ୍ କମ୍ପାନୀର ନାଁ। ତେବେ ଏବେ ଏହା ବଦଳିଯିବ। ଏହା ବଦଳରେ ଟିମ୍ ଇଣ୍ଡିଆର ଜର୍ସିରେ ରହିବ ଭାରତର ଅନ୍‌ଲାଇନ୍‌ କୋଚିଂ କମ୍ପାନୀ BYJU’Sର ନାଁ।

ଏକ ଇଂରାଜୀ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି। ଏଥିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଜର୍ସିରୁ ‘ଓପୋ’ ହଟିବ।

୨୦୧୭ ମାର୍ଚ୍ଚରେ ‘ଓପୋ’ ଟିମ୍ ଇଣ୍ଡିଆ ଜର୍ସିରେ ନିଜ ନାଁ ଲେଖିବା ପାଇଁ ଅନୁମତି ପାଇଥିଲା। କଂପାନୀ ୧୦୭୯ କୋଟି ଟଙ୍କାରେ  ୫ ବର୍ଷ ପାଇଁ ଏହି ଚୁକ୍ତି କରିଥିଲା। ଏବେ କଂପାନୀ ଏଥିରୁ ଓହରିଯିବାକୁ ଚାହୁଁଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ‘ଓପୋ’ ଓହରିଯିବା ପରେ ବିସିସିଆଇ ଏନେଇ ନିଲାମୀ ଡାକିବ ନାହିଁ। କାରଣ ‘ଓପୋ’ ନିଜେ ଏହି ଚୁକ୍ତି ଅଧିକାର BYJU’Sକୁ ଦେଇଛି। ଟିମ୍‌ ଇଣ୍ଡିଆର ଜର୍ସିରେ ନାଁ ଲେଖା ପାଇଁ ‘ଓପୋ’ ଆବଶ୍ୟକତାଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବା ଅନୁଭବ କରୁଛି। ତେଣୁ କଂପାନୀ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

‘ଓପୋ’ର ଏହି ନିଷ୍ପତ୍ତି ଯୋଗୁ ବିସିସିଆଇ କ୍ଷତିରେ ପଡ଼ିବ ନାହିଁ। କାରଣ ବାକି ଅର୍ଥ BYJU’S ଦେବ। ଯେକୌଣସି ଦ୍ୱିପାକ୍ଷିକ ସିରିଜ୍‌ର ପ୍ରତି ମ୍ୟାଚ୍ ପାଇଁ ‘ଓପୋ’ ବିସିସିଆଇକୁ ୪.୬ କୋଟି ଟଙ୍କା ଦେଇଥାଏ। ସେହିଭଳି ଆଇସିସି ଅବା ଏସିଆ କପ୍ ଭଳି ମୁକାବିଲା ପାଇଁ ‘ଓପୋ’ ମ୍ୟାଚ୍ ପିଛା ୧.୯୨କୋଟି ଟଙ୍କା ଦେଇଥାଏ। ଏବେ ଏହି ଅର୍ଥ BYJU’S ଦେବ।

ସୂଚନାଯୋଗ୍ୟ, BYJU’S ହେଉଛି ୨୬ ହଜାର କୋଟି ଟଙ୍କାର ଅନ୍ ଲାଇନ୍‌ କୋଚିଂ କମ୍ପାନୀ। ବର୍ତ୍ତମାନ ଏହା ଅନ୍‌ଲାଇନ୍ କୋଚିଂ ଜରିଆରେ ବାର୍ଷିକ ୨୬୦ କୋଟିରୁ ଅଧିକ ଟଙ୍କା ଆୟ କରୁଛି। ବଲିଉଡ୍ ଅଭିନେତା  ଶାହାରୁଖ ଖାନ୍ ଏହି କମ୍ପାନୀର ବ୍ରାଣ୍ଡ୍‌ ଆମ୍ୱାସଡର ଅଛନ୍ତି। ଆଗାମୀ ୩ ବର୍ଷରେ କମ୍ପାନୀ ତାର ବାର୍ଷିକ ଆୟ ୩୫୨୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story