ଭାରତ ବିରୋଧରେ ଏହି ଅଭିଯୋଗ ଆଣିଲେ ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ବିଜ୍ଞାନ ଓ ଟେକନିକ୍ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ୍ ପୁଣିଥରେ ନିଜର ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ପାକିସ୍ତାନର ଏହି ମନ୍ତ୍ରୀ ଏବେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ହୁସେନଙ୍କ କହିବା ଅନୁଯାୟୀ, ଭାରତ ଶ୍ରୀଲଙ୍କା କ୍ରିକେଟରଙ୍କୁ ଆଇପିଏଲ୍ ଚୁକ୍ତି ବାତିଲ କରିବା ନେଇ ଧମକ ଦେଇଛି, ଯେଉଁକାରଣରୁ ସେମାନେ ପାକିସ୍ତାନ ଆସିବାକୁ ମନା କରିଛନ୍ତି। ଫୱାଦ ଟ୍ୱିଟ୍ ଜରିଆରେ ଆହୁରି […]

fawad

fawad

Ranjit Kumar Jena
  • Published: Tuesday, 10 September 2019
  • Updated: 10 September 2019, 05:23 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ବିଜ୍ଞାନ ଓ ଟେକନିକ୍ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ୍ ପୁଣିଥରେ ନିଜର ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ପାକିସ୍ତାନର ଏହି ମନ୍ତ୍ରୀ ଏବେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ହୁସେନଙ୍କ କହିବା ଅନୁଯାୟୀ, ଭାରତ ଶ୍ରୀଲଙ୍କା କ୍ରିକେଟରଙ୍କୁ ଆଇପିଏଲ୍ ଚୁକ୍ତି ବାତିଲ କରିବା ନେଇ ଧମକ ଦେଇଛି, ଯେଉଁକାରଣରୁ ସେମାନେ ପାକିସ୍ତାନ ଆସିବାକୁ ମନା କରିଛନ୍ତି।

ଫୱାଦ ଟ୍ୱିଟ୍ ଜରିଆରେ ଆହୁରି କହିଛନ୍ତି, "କିଛି ଜଣାଶୁଣା ସ୍ପୋର୍ଟ୍ସ କମେଣ୍ଟେଟର୍ ମୋତେ କହିଛନ୍ତି ଯେ ଭାରତ ହିଁ ଶ୍ରୀଲଙ୍କାକୁ ପାକିସ୍ତାନ ଗସ୍ତ ନକରିବାକୁ ମନା କରିଛି। ଯଦି ସେମାନେ ପାକିସ୍ତାନ ଗସ୍ତ କରନ୍ତି, ତାହେଲେ ସେମାନଙ୍କୁ ଆଇପିଏଲରୁ ବିଦା କରାଯିବ। ବାସ୍ତବରେ ଏହା ଏକ ଶସ୍ତା ରାଜନୀତି। ଫୱାଦ ମଧ୍ୟ ଭାରତର ରାଷ୍ଟ୍ରବାଦୀ ଭାବନାକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଖେଳରୁ ନେଇ ମହାକାଶ ପର୍ଯ୍ୟନ୍ତ ଭାରତ ଯେଉଁ ଉଗ୍ର ଜାତୀୟତାବାଦ ଆପଣାଉଛି, ତାହାକୁ ଆମେ ନିନ୍ଦା କରୁଛୁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ଏହା ଏକ ହୀନ ପଦକ୍ଷେପ।" ଫୱାଦଙ୍କ ଏଭଳି ମନ୍ତବ୍ୟ ପରେ ସୋଶାଲ ମିଡିଆରେ ତାଙ୍କୁ ଜବରଦସ୍ତ ଟ୍ରୋଲ୍ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କା କ୍ରିକେଟ୍ ଟିମର ୧୦ଜଣ ଖେଳାଳି ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ଶ୍ରୀଲଙ୍କା ଟିମ୍ ସେପ୍ଟେମ୍ବର-ଅକ୍ଟୋବରରେ ପାକିସ୍ତାନ ଗସ୍ତରେ ସୀମିତ ଓଭର ସିରିଜ୍ ଖେଳିବ। ଯେଉଁ ଖେଳାଳି ପାକିସ୍ତାନ ଗସ୍ତ ନକରିବାକୁ କହିଛନ୍ତି, ସେମାନଙ୍କ ମଧ୍ୟରେ ଦିନିକିଆ ଟିମ୍ କ୍ୟାପଟେନ୍ ଦିମୁତ କରୁଣାରତ୍ନେ, ଟି-୨୦ କ୍ୟାପଟେନ୍ ଲସିଥ ମାଲିଙ୍ଗା, ପୂର୍ବତନ କ୍ୟାପଟେନ୍ ଆଞ୍ଜେଲୋ ମାଥ୍ୟୁସ୍, ନିରୋଶାନ୍ ଡିକୱେଲା, କୁଶଲ ପରେରା, ଧନଞ୍ଜୟ ଡି'ସିଲଭା, ଅକିଲା ଧନଞ୍ଜୟ, ସୁରଙ୍ଗା ଲାକମଲ୍, ଦିନେଶ ଚାଣ୍ଡିମଲଙ୍କ ଭଳି କିଛି ଶୀର୍ଷ ଖେଳାଳି ସାମିଲ୍ ଅଛନ୍ତି।

ସୂଚନାଯୋଗ୍ୟ, ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍ ଟିମର ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଶ୍ରୀଲଙ୍କା ଖେଳାଳିମାନେ ବହୁ କଷ୍ଟରେ ନିଜର ଜୀବନ ବଞ୍ଚାଇଥିଲେ। ଏହି ଆତଙ୍କୀ ହମଲାରେ କିଛି ଶ୍ରୀଲଙ୍କା ଖେଳାଳି ଆଘାତ ମଧ୍ୟ ପାଇଥିଲେ। ଏହା ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ଆୟୋଜନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story