ଦିନିକିଆ ଓ ଟି-୨୦ରୁ ଅଧିନାୟକ ପଦ ଛାଡ଼ିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଓ ଟି-୨୦ କ୍ରିକେଟ୍‌ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଅଧିନାୟକ ପଦ ଛାଡ଼ିଛନ୍ତି। ଏ ସମ୍ପର୍କରେ ସେ ବୋର୍ଡ଼ ଅଫ କଣ୍ଟ୍ରୋଲ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ)କୁ ଜଣାଇଛନ୍ତି। ପୂର୍ବରୁ ଧୋନି ଟେଷ୍ଟରୁ ଅବସର ନେଇଥିଲେ। ଭାରତୀୟ କ୍ରିକେଟ୍‌ରେ ଧୋନି ଜଣେ ସଫଳ ଅଧିନାୟକ। ସେ ଦ୍ୱିତୀୟ ଥର ପାଇଁ ଭାରତକୁ ବିଶ୍ୱ ବିଜୟୀ କରାଇଥିଲେ। ଏହାଛଡ଼ା ପ୍ରଥମ ଟି-୨୦ ବିଶ୍ୱକପ୍‌ର ବିଜୟ ସ୍ୱାଦ ଭାରତକୁ ଦେଇଥିଲେ। ଧୋନି ୱାନ୍‌ଡେରେ […]

dhoni

dhoni

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 10:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଓ ଟି-୨୦ କ୍ରିକେଟ୍‌ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଅଧିନାୟକ ପଦ ଛାଡ଼ିଛନ୍ତି। ଏ ସମ୍ପର୍କରେ ସେ ବୋର୍ଡ଼ ଅଫ କଣ୍ଟ୍ରୋଲ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ)କୁ ଜଣାଇଛନ୍ତି। ପୂର୍ବରୁ ଧୋନି ଟେଷ୍ଟରୁ ଅବସର ନେଇଥିଲେ।

ଭାରତୀୟ କ୍ରିକେଟ୍‌ରେ ଧୋନି ଜଣେ ସଫଳ ଅଧିନାୟକ। ସେ ଦ୍ୱିତୀୟ ଥର ପାଇଁ ଭାରତକୁ ବିଶ୍ୱ ବିଜୟୀ କରାଇଥିଲେ। ଏହାଛଡ଼ା ପ୍ରଥମ ଟି-୨୦ ବିଶ୍ୱକପ୍‌ର ବିଜୟ ସ୍ୱାଦ ଭାରତକୁ ଦେଇଥିଲେ।

ଧୋନି ୱାନ୍‌ଡେରେ ୨୮୩ଟି ମ୍ୟାଚ ଖେଳି ୫୦.୮୯ ହାରରେ ୯୧୧୦ ରନ୍‌ କରିଛନ୍ତି। ଯେଉଁଥିରେ ୯ ଶତକ ଓ ୬୧ ଅର୍ଦ୍ଧ ଶତକ ରହିଛି। ସେହିପରି ୭୩ଟି ଟି-୨୦ ଖେଳି ୧୧୧୨ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story