ଚୀନ୍: ୨୦କିଲୋମିଟର ଚାଲିରେ ଲିୟୁ ହଙ୍ଗଙ୍କ ବିଶ୍ୱ ରେକର୍ଡ
ବେଜିଂ: ଚୀନର ଲିୟୁ ହଙ୍ଗ୍ ନାମକ ଜଣେ ମହିଳା ଚାଲିବାରେ ବିଶ୍ୱ ରେକର୍ଡ କରିଛନ୍ତି । ଶନିବାର ଲା କୋରୁନା ଠାରେ ହୋଇଥିବା ପ୍ରତିଯୋଗିତାରେ ୧ ଘଣ୍ଟା ୨୪ ମିନିଟ ୩୮ ସେକେଣ୍ଡରେ ଲିୟୁ ୨୦ କିଲୋମିଟର ଚାଲି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ରହିଥିଲା ରୁଷର ୟେଲେନା ଲାସମାନୋଭାଙ୍କ ନାଁରେ। ୨୦୧୨ ଲଣ୍ଡନ ଅଲିମ୍ପିକରେ ସେ ୨୦ କିଲୋମିଟର ଦୂରତ୍ୱକୁ ୧ ଘଣ୍ଟା ୨୫ ମିନିଟ ୨ ସେକେଣ୍ଡରେ ଅତିକ୍ରମ କରିଥିଲେ।