ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଚେନ୍ନାଇ

କୋଲକାତା: ଚଳିତ ଆଇପିଏଲର ୨୮ତମ ମ୍ୟାଚ୍ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରିବ। କୋଲକାତା ଦଳକୁ କ୍ରିସ ଲିନ, ସୁନୀଲ ନରିନ୍ ଓ ହ୍ୟାରୀ ଗର୍ନି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଚେନ୍ନାଇ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚେନ୍ନାଇ ଏକାଦଶ: ଫାଫ ଡୁପ୍ଲେସିସ୍, […]

csk

Ranjit Kumar Jena
  • Published: Sunday, 14 April 2019
  • , Updated: 14 April 2019, 03:56 PM IST

କୋଲକାତା: ଚଳିତ ଆଇପିଏଲର ୨୮ତମ ମ୍ୟାଚ୍ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରିବ। କୋଲକାତା ଦଳକୁ କ୍ରିସ ଲିନ, ସୁନୀଲ ନରିନ୍ ଓ ହ୍ୟାରୀ ଗର୍ନି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଚେନ୍ନାଇ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଚେନ୍ନାଇ ଏକାଦଶ: ଫାଫ ଡୁପ୍ଲେସିସ୍, ଶେନ୍ ୱାଟସନ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର, ଇମ୍ରାନ ତାହିର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍।

କୋଲକାତା ଏଦାକଶ: କ୍ରିସ୍ ଲିନ, ସୁନୀଲ ନରିନ, ରବିନ୍ ଉଥାପ୍ପା, ନୀତୀଶ ରାଣା, ଦିନେଶ କାର୍ତ୍ତିକ, ଶୁବମାନ୍ ଗିଲ୍, ଆନ୍ଦ୍ରେ ରସେଲ, ପୀୟୂଷ ଚାୱଲା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ହ୍ୟାରୀ ଗର୍ନି।

Related story