ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଷ୍ଟ୍ରେଲିଆ ହକି ଟିମ୍ ଚାମ୍ପିୟନ ଟ୍ରଫି ଫାଇନାଲ ମ୍ୟାଚ୍ରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏକ ରୋମାଞ୍ଚକର ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୧-୧ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ।
ନିର୍ଦ୍ଧାରିତ ସମୟ ପରେ ସୁଟଆଉଟ୍ ଜରିଆରେ ଅଷ୍ଟ୍ରେଲିଆ ଭାରତକୁ ମାତ୍ ଦେଇ ଟ୍ରଫିକୁ କବ୍ଜା କରିବାରେ ସକ୍ଷମ ହୋଇଛି। ସୁଟ୍ଆଉଟ୍ ମାଧ୍ୟମରେ ଭାରତକୁ ଅଷ୍ଟ୍ରେଲିଆ ୩-୧ ଗୋଲ୍ରେ ମାତ୍ ଦେଇଛି।
ଲଗାତାର ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ସଫଳ ହୋଇପାରିଛି କଙ୍ଗାରୁ ଟିମ୍। ଏହା ପୂର୍ବରୁ ୨୦୧୬ରେ ମଧ୍ୟ ସୁଟ୍ ଆଉଟ୍ ଜରିଆରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ। ପୂର୍ବରୁ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି
୨୦୨୪ରେ ହୋଇଥିବା ନିର୍ବାଚନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁକରବର୍ଗ। କୋଭିଡ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାର ନିର୍ବାଚନ ହାରିଯାଇଥିଲେ ବୋଲି କହିଥିଲେ।
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।