କ୍ଲାର୍କଙ୍କ ଶ୍ରେଷ୍ଠ ୫ ଖେଳାଳିଙ୍କ ତାଲିକାରେ ସଚିନ୍

ସିଡନୀ: ଅଷ୍ଟ୍ରେଲିଆର ଟେଷ୍ଟ୍ ଅଧିନାୟକ ମାଇକେଲ୍ କ୍ଲାର୍କଙ୍କ ସମକାଳୀନ ଶୀର୍ଷ ୫ ଜଣ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଭାରତରତ୍ନ ସଚିନ ତେନ୍ଦୁଲକର। ତାଙ୍କ ସହିତ ଅବା ତାଙ୍କ ବିପକ୍ଷରେ ଖଳିଥିବା ଖେଳାଳିମାନଙ୍କ ମଧ୍ୟରୁ ସଚିନ ଜଣେ ବୋଲି ସେ କହିଛନ୍ତି। ଆଉ ସଚିନଙ୍କୁ ସେ ତାଙ୍କର ମନପସନ୍ଦର ଖେଳାଳିଙ୍କ ତାଲିକାର ଶୀର୍ଷ ୫ ଜଣଙ୍କ ମଧ୍ୟରେ ସ୍ଥାନିତ କରିଛନ୍ତି। ସଚିନଙ୍କ ବ୍ୟତିତ ଏହି ତାଲିକାର ଅଷ୍ଟ୍ରେଲିଆର ସ୍ପିନ୍ ବୋଲର ସେନ୍ ୱର୍ଣ୍ଣ, ଦକ୍ଷିଣ ଆଫ୍ରିକାର ଅଲ୍ […]

sachin4

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 05:34 PM IST

ସିଡନୀ: ଅଷ୍ଟ୍ରେଲିଆର ଟେଷ୍ଟ୍ ଅଧିନାୟକ ମାଇକେଲ୍ କ୍ଲାର୍କଙ୍କ ସମକାଳୀନ ଶୀର୍ଷ ୫ ଜଣ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଭାରତରତ୍ନ ସଚିନ ତେନ୍ଦୁଲକର। ତାଙ୍କ ସହିତ ଅବା ତାଙ୍କ ବିପକ୍ଷରେ ଖଳିଥିବା ଖେଳାଳିମାନଙ୍କ ମଧ୍ୟରୁ ସଚିନ ଜଣେ ବୋଲି ସେ କହିଛନ୍ତି। ଆଉ ସଚିନଙ୍କୁ ସେ ତାଙ୍କର ମନପସନ୍ଦର ଖେଳାଳିଙ୍କ ତାଲିକାର ଶୀର୍ଷ ୫ ଜଣଙ୍କ ମଧ୍ୟରେ ସ୍ଥାନିତ କରିଛନ୍ତି।

ସଚିନଙ୍କ ବ୍ୟତିତ ଏହି ତାଲିକାର ଅଷ୍ଟ୍ରେଲିଆର ସ୍ପିନ୍ ବୋଲର ସେନ୍ ୱର୍ଣ୍ଣ, ଦକ୍ଷିଣ ଆଫ୍ରିକାର ଅଲ୍ ରାଉଣ୍ଡର ଜ୍ୟାକ୍ କାଲିସ୍, ୱେଷ୍ଟଇଣ୍ଡିଜର ବ୍ରାୟନ ଲାରା ମଧ୍ୟ ରହିଛନ୍ତି।

Related story