ମା’ଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ଭଉଣୀଙ୍କୁ ବି ହରାଇଲେ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା କଷ୍ଟ ଦେଉଛି । ଏହା କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ ଜୀବନ ନେଉଛି। ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ କ୍ରିକେଟର୍ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭଉଣୀ ବତସଲା ଶିବକୁମାରଙ୍କ କୋଭିଡ୍‌-୧୯ ମହାମାରୀ କାରଣରୁ ଦେହାନ୍ତ ହୋଇଛି । ଦୁଇ ସପ୍ତାହ ତଳେ ବେଦାଙ୍କ ମା’ଙ୍କ ମଧ୍ୟ ଏହି ଘାତକ ମହାମାରୀ ଯୋଗୁ ଦେହାନ୍ତ ହୋଇଥିଲା । ବୁଧବାର ରାତିରେ ୩୫ ବର୍ଷୀୟା ବତସଲାଙ୍କ […]

veda-krishnamurthy

veda-krishnamurthy

Ranjit Kumar Jena
  • Published: Thursday, 06 May 2021
  • Updated: 06 May 2021, 08:38 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା କଷ୍ଟ ଦେଉଛି । ଏହା କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ ଜୀବନ ନେଉଛି। ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ କ୍ରିକେଟର୍ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭଉଣୀ ବତସଲା ଶିବକୁମାରଙ୍କ କୋଭିଡ୍‌-୧୯ ମହାମାରୀ କାରଣରୁ ଦେହାନ୍ତ ହୋଇଛି । ଦୁଇ ସପ୍ତାହ ତଳେ ବେଦାଙ୍କ ମା’ଙ୍କ ମଧ୍ୟ ଏହି ଘାତକ ମହାମାରୀ ଯୋଗୁ ଦେହାନ୍ତ ହୋଇଥିଲା ।

ବୁଧବାର ରାତିରେ ୩୫ ବର୍ଷୀୟା ବତସଲାଙ୍କ ଦେହାନ୍ତ ଏକ ପ୍ରାଇଭେଟ୍ ହସ୍ପିଟାଲରେ ହୋଇଥିଲା । ଗତ ମାସରେ ବେଦାଙ୍କ ମା’ ଚେଲବମ୍ବା ଦେବୀଙ୍କର ଦେହାନ୍ତ ହୋଇଥିଲା । ଭାରତ ପକ୍ଷରୁ ୪୮ ଦିନିକିଆ ଅନ୍ତର୍ଜାତୀୟ ଓ ୭୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଙ୍ଗାଲୁରୁର ଏହି କ୍ରିକେଟର୍ ଏପ୍ରିଲ୍ ୨୪ ତାରିଖରେ ନିଜ ମା’ଙ୍କର ଦେହାନ୍ତ ଖବର ଟ୍ୱିଟ୍ ଜରିଆରେ ଜଣାଇଥିଲେ । ଏହାସହ ସେ କହିଥିଲେ ସେ ତାଙ୍କ ଭଉଣୀ ମଧ୍ୟ ସଂକ୍ରମିତ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଛି ।

ବେଦା ଲେଖିଥିଲେ, ମୋ ମା’ଙ୍କର ଦେହାନ୍ତରେ ମିଳିଥିବା ବାର୍ତ୍ତାର ସମ୍ମାନ କରୁଛି । ମୋ’ ମା’ଙ୍କ ବିନା ମୋ ପରିବାର ପୂରା ଶେଷ ହୋଇଯାଇଛି । ଏବେ ମୋ ଭଉଣୀ ପାଇଁ ପ୍ରାର୍ଥନା କରନ୍ତୁ । ତେବେ ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଯେଉଁମାନେ ଏହି ସମୟ ଅତିକ୍ରମ କରିସାରିଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ।

ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ଦ୍ୱିତୀୟ ଲହରରେ ବହୁ କ୍ଷତି ସହୁଛି । ଗତ କିଛି ଦିନ ହେବ ଲଗାତୀ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ପ୍ରମୁଖ ମେଡିସିନର ଅଭାବ ଦ୍ୱାରା ଏହି ସଙ୍କଟ ଆହୁରି ବଢ଼ିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story