ଡରାଉଛି କରୋନା: ଆଇପିଏଲ ଛାଡ଼ିଲେ ଆଉ ଦୁଇ ଅଷ୍ଟ୍ରେଲୀୟ ଖେଳାଳି

ବେଙ୍ଗାଲୁରୁ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ପ୍ରଭାବ ଚଳିତ ବର୍ଷ ଆଇପିଏଲ ଉପରେ ପଡ଼ିଛି। ଭାରତ କରୋନା ସ୍ଥିତିକୁ ଦେଖି ଜଣଙ୍କ ପରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଟୁର୍ଣ୍ଣାମେଣ୍ଟ ଛାଡ଼ିବା ଆରମ୍ଭ କରିଛନ୍ତି। ପୂର୍ବରୁ ରାଜସ୍ଥାନ ରୟାଲ୍ସର ଆଣ୍ଡ୍ର୍ୟୁ ଟାଏ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ବିରାଟ କୋହଲିଙ୍କ ଆରସିବିର ଦୁଇ ଅଷ୍ଟ୍ରେଲୀୟ ଖେଳାଳି ସମାନ ପଦକ୍ଷେପ ନେଇଛନ୍ତି। ସେମାନ ସିଧାସଳଖ କରୋନା ପାଇଁ […]

RCB

RCB

Hemant Lenka
  • Published: Monday, 26 April 2021
  • Updated: 26 April 2021, 03:56 PM IST

Sports

Latest News

ବେଙ୍ଗାଲୁରୁ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ପ୍ରଭାବ ଚଳିତ ବର୍ଷ ଆଇପିଏଲ ଉପରେ ପଡ଼ିଛି। ଭାରତ କରୋନା ସ୍ଥିତିକୁ ଦେଖି ଜଣଙ୍କ ପରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଟୁର୍ଣ୍ଣାମେଣ୍ଟ ଛାଡ଼ିବା ଆରମ୍ଭ କରିଛନ୍ତି। ପୂର୍ବରୁ ରାଜସ୍ଥାନ ରୟାଲ୍ସର ଆଣ୍ଡ୍ର୍ୟୁ ଟାଏ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ବିରାଟ କୋହଲିଙ୍କ ଆରସିବିର ଦୁଇ ଅଷ୍ଟ୍ରେଲୀୟ ଖେଳାଳି ସମାନ ପଦକ୍ଷେପ ନେଇଛନ୍ତି।

ସେମାନ ସିଧାସଳଖ କରୋନା ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ଘୋଷଣା କରିନାହାନ୍ତି। ହେଲେ କେକେଆର୍‌ର ମେଣ୍ଟର ଡାଭିଡ ହସି ଅଷ୍ଟ୍ରେଲୀୟ ଖେଳାଳିଙ୍କ ମନରେ କରୋନାକୁ ନେଇ ଭୟ ସୃଷ୍ଟି ହୋଇଥିବା କଥା କହିଛନ୍ତି।

ଆରସିବି ସ୍କ୍ୱାଡରେ ଥିବା ଦୁଇ ଅଷ୍ଟ୍ରେଲୀୟ ଖେଳାଳି କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପା ଏବେ ସ୍ୱଦେଶ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆରସିବି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ସେମାନେ ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଓହରି ଯାଇଥିବା କହିଛନ୍ତି।

ଆରସିବି ଟ୍ୱିଟ କରି କହିଛି, “ଆଡାମ ଜାମ୍ପା ଓ କେନ ରିଚାର୍ଡସନ ବ୍ୟକ୍ତିଗତ କାରଣ ପାଇଁ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସେମାନେ ଚଳିତ ବର୍ଷ ଆଉ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାନେଜମେଣ୍ଟ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ଓ ସେମାନଙ୍କୁ ଏ କ୍ଷେତ୍ରରେ ସବୁ ପ୍ରକାରର ସମର୍ଥନ ଜଣାଉଛି।” ଏହି ଦୁଇ ଖେଳାଳିଙ୍କ ପୂର୍ବରୁ ଆଣ୍ଡ୍ର୍ୟୁ ଟାଏ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ଛାଡ଼ିଥିବା ରାଜସ୍ଥାନ ରୟାଲ୍ସ ଟ୍ୱିଟ କରିଥିଲା।

ଅନ୍ୟପକ୍ଷରେ ଡାଭିଡ ହସି କହିଛନ୍ତି, ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ କିଛି ଅଷ୍ଟ୍ରେଲୀୟ ଖେଳାଳି ସ୍ୱଦେଶ ଆଉ ଫେରିପାରିବେ କି ନାହିଁ, ତା’କୁ ନେଇ ଚିନ୍ତାରେ ଅଛନ୍ତି। ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ସେମାନେ ସ୍ୱଦେଶ ଫେରିଯିବାକୁ ଚାହୁଁଛନ୍ତି। ତେଣୁ ଏବେ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ଛାଡ଼ୁଥିବା ସେ କହିଛନ୍ତି।

ରବିବାର ଦିଲ୍ଲୀ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରବି ଅଶ୍ୱିନଙ୍କ ଗୋଟିଏ ଟ୍ୱିଟ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ସଦସ୍ୟ ଅଶ୍ୱିନଙ୍କ ପୂରା ପରିବାର କୋଭିଡ୍‌ ପଞ୍ଝାରେ ପଡ଼ିଛନ୍ତି। ଏହି କାରଣରୁ ସେ ଆଇପିଏଲକୁ ଅଧାରୁ ଛାଡ଼ି ନିଜ ପରିବାର ଲୋକଙ୍କୁ ପାଖକୁ ଯାଉଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story