ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ସେ ଆଇସିସି(ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ) ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧାବାର ଆଇସିସି ପକ୍ଷରୁ ଏହି ସୂଚନା ମିଳିଛି। ଏହାପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ। ଏ ବିଷୟରେ ବିବୃତି ଦେଇ ‘ଆଇସିସି’ କହିଛି, ଏହି ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ୍‌ ଇସ୍ତଫା ଦେବା ପରେ […]

sourav-ganguly

sourav-ganguly

Madhupriya Mistry
  • Published: Wednesday, 17 November 2021
  • Updated: 17 November 2021, 03:22 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ସେ ଆଇସିସି(ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ) ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧାବାର ଆଇସିସି ପକ୍ଷରୁ ଏହି ସୂଚନା ମିଳିଛି।

ଏହାପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ। ଏ ବିଷୟରେ ବିବୃତି ଦେଇ ‘ଆଇସିସି’ କହିଛି, ଏହି ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ୍‌ ଇସ୍ତଫା ଦେବା ପରେ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ବର୍ତ୍ତମାନ ଗାଙ୍ଗୁଲିଙ୍କୁ ଯେଉଁ ନୂଆ ନିଯୁକ୍ତ ମିଳିଛି, ସେଥିରେ ସେ ଏବେ କ୍ରିକେଟକୁ ନେଇ ଅନେକ ନିୟମ ତିଆରି କରିପାରିବେ।  ମୁଖ୍ୟତଃ କ୍ରିକେଟ କମିଟି ପାଖରେ କ୍ରିକେଟ ସହ ଯୋଡି ହୋଇ ରହିଥିବା ଅନେକ ନିୟମକୁ ସେ ତଦାରଖ କରିବେ।

ଏହାପୂର୍ବରୁ କୁମ୍ବଲେ ଏହି ପଦବୀରେ ଥିବା ସମୟରେ ଡିଆର୍‌ଏସ୍‌କୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରେ କ୍ରିକେଟର ଖେଳକୁ ନେଇ ନିୟମ ତିଆରି କରିଥିଲେ ସେ।

ସୂଚନା ମୁତାବକ, ଜଣେ ସବୁଠୁ ସଫଳ ସର୍ବକାଳୀନ ଭାରତୀୟ କ୍ରିକେଟର ଅଧିନାୟକ ଭାବେ ଗୌରବ ଅର୍ଜନ କରିଥିବା ଗାଙ୍ଗୁଲୀ ମଧ୍ୟ ତାଙ୍କ ପିଢ଼ିର ଅନ୍ୟତମ ସର୍ବୋତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ଥିଲେ। ୨୦୧୫ ରୁ ୨୦୧୯ ମଧ୍ୟରେ ସେ ଥିଲେ ‘କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌’ର ଅଧ୍ୟକ୍ଷ । ୨୦୧୯ରେ ସେ ‘ବିସିସିଆଇ’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story