ନିରାଶ କଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍, ଦିଲ୍ଲୀକୁ ୧୩୫ ରନର ଟାର୍ଗେଟ୍

ଦୁବାଇ: ନିରାଶ କଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍। ଚମକିଲେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲର। ଏଠାରେ ଖେଳାଯାଉଥିବା ଆଇପିଏଲ୍-୧୪ର ୩୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ପାଇଁ ଦିଲ୍ଲୀକୁ ୧୩୫ ରନ୍ କରିବାକୁ ପଡ଼ିବ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ସନରାଇଜର୍ସ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ତୃତୀୟ ବଲରେ ଓପ୍ନର ଡେଭିଡ୍ ୱାର୍ଣ୍ଣର […]

delhi

delhi

Ranjit Kumar Jena
  • Published: Wednesday, 22 September 2021
  • Updated: 22 September 2021, 09:26 PM IST

Sports

Latest News

ଦୁବାଇ: ନିରାଶ କଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍। ଚମକିଲେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲର। ଏଠାରେ ଖେଳାଯାଉଥିବା ଆଇପିଏଲ୍-୧୪ର ୩୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ପାଇଁ ଦିଲ୍ଲୀକୁ ୧୩୫ ରନ୍ କରିବାକୁ ପଡ଼ିବ।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ସନରାଇଜର୍ସ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ତୃତୀୟ ବଲରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୦)ଙ୍କୁ ପ୍ୟାଭିଲିୟନ୍ ପଠାଇ ଆନରିଚ୍ ନୋର୍ଜେ ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ଋଦ୍ଧିମାନ ସାହା (୧୮) ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ କାଗିଗୋ ରବାଡା ଆଉଟ୍ କରିଥିଲେ।

କ୍ୟାପଟେନ୍ ୱିଲିୟମସନ୍ ଧିମା ବ୍ୟାଟିଂ କରିଥିଲେ, ଯାହାର ପ୍ରଭାବ ଟିମର ରନରେଟ୍ ଉପରେ ପଡ଼ିଥିଲା। ସେ ୧୮ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ମିଡଲ୍ ଅର୍ଡରରେ ମନିଷ ପାଣ୍ଡେ (୧୭) ଓ କେଦାର ଯାଦବଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଅବଦୁଲ ସାମଦ ଓ ରାଶିଦ୍ ଖାନଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଟିମ୍ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସାମଦ ୨୧ ବଲରେ ୨ ଚୌକା ଓ ୧ ଛକା ସହ ୨୮ ଓ ରାଶିଦ୍ ଖାନ୍ ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ଜେସନ୍ ହୋଲ୍ଡର ୧୦ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ଟି, ନୋର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story