ସଚିନଙ୍କ ପରେ ‘ମିଶନ ଅକ୍ସିଜେନ’କୁ ଆର୍ଥିକ ସହାୟତା କଲେ ଶିଖର ଧୱନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା କରିଛନ୍ତି କ୍ରିକେଟର ଶିଖର ଧୱନ। ସେ ଆଇପିଏଲ ମ୍ୟାଚ୍‌ରୁ ପାଉଥିବା ସମସ୍ତ ପୁରସ୍କାର ରାଶି ଓ ୨୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭାବେ ମିଶନ ଏକ୍ସିଜେନ ଉଦ୍ଦେଶ୍ୟରେ ଦାନ କରିବେ। ଗୋଟିଏ ଗ୍ରୁପ୍‌ ଅକ୍ସିଜେନ କନସେନଟ୍ରାଟୋରସ ଆମଦାନୀ ପାଇଁ ପ୍ରୟାସ କରୁଛି। ଏହା ଆସିବା ପରେ ହସ୍ପିଟାଲ ଗୁଡ଼ିକୁ ଦିଆଯାଇବ। ମିଶିନ ଏକ୍ସିଜେନ ନାଁରେ ଏହି ଗ୍ରୁପ କାମ କରୁଛି। ଗୁରୁବାର […]

IPL

IPL

Hemant Lenka
  • Published: Friday, 30 April 2021
  • Updated: 30 April 2021, 08:05 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା କରିଛନ୍ତି କ୍ରିକେଟର ଶିଖର ଧୱନ। ସେ ଆଇପିଏଲ ମ୍ୟାଚ୍‌ରୁ ପାଉଥିବା ସମସ୍ତ ପୁରସ୍କାର ରାଶି ଓ ୨୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭାବେ ମିଶନ ଏକ୍ସିଜେନ ଉଦ୍ଦେଶ୍ୟରେ ଦାନ କରିବେ।

ଗୋଟିଏ ଗ୍ରୁପ୍‌ ଅକ୍ସିଜେନ କନସେନଟ୍ରାଟୋରସ ଆମଦାନୀ ପାଇଁ ପ୍ରୟାସ କରୁଛି। ଏହା ଆସିବା ପରେ ହସ୍ପିଟାଲ ଗୁଡ଼ିକୁ ଦିଆଯାଇବ। ମିଶିନ ଏକ୍ସିଜେନ ନାଁରେ ଏହି ଗ୍ରୁପ କାମ କରୁଛି। ଗୁରୁବାର ଏହି ଗ୍ରୁପ୍‌କୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ୧ କୋଟି ଟଙ୍କା ଦେଇଥିଲେ। ଏବେ ଧୱନ ସମାନ ପନ୍ଥା ଆପଣାଇଛନ୍ତି।

ଶିଖର ଧୱନ ଟ୍ୱିଟ କରି କହିଛନ୍ତି, “ଆମେ ବର୍ତ୍ତମାନ ଗୋଟିଏ ଅସାଧାରଣ ସମୟର ସମ୍ମୁଖୀନ ହେଉଛୁ। ଏହି ସମୟରେ ସମସ୍ତେ ଆଗକୁ ଆସି ନିଜ ସକ୍ଷମ ଅନୁସାରେ ଅନ୍ୟକୁ ସହାୟତା କରିବା। ବର୍ଷବର୍ଷ ଧରି ମୁଁ ଆପଣମାନଙ୍କ ଭଲ ପାଇବା ପାଇ ଆସିଛି। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ। ଏବେ ଦେଶର ଲୋକଙ୍କୁ କିଛି ଦେବାର ପାଳି ମୋର ପଡ଼ିଛି।

ମିଶନ ଅକ୍ସିଜେନକୁ ମୁଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ ପରେ ପାଉଥିବା ସମସ୍ତ ବ୍ୟକ୍ତିଗତ ପୁରସ୍କାର ରାଶି ଦାନ କରିବି। ଅକ୍ସିଜେନ ପାଇଁ ଏହି ମିଶନ ଆରମ୍ଭ ହୋଇଛି। ମୁଁ ସମସ୍ତ ସମ୍ମୁଖଯୋଦ୍ଧାଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଉଛି। ଆମେ ସବୁବେଳେ ଆପଣମାନଙ୍କ ଋଣୀ ହୋଇ ରହିବୁ।

ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ। ଦୟା କରି ଅତି ଜରୁରୀ ପଡ଼ିଲେ ଘରୁ ବାହାରନ୍ତୁ। ଏକାଠି ଆମେ ଜିତିପାରିବା।”

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କେଉଁଠି ଅକ୍ସିଜେନ ସଙ୍କଟ ଦେଖାଯାଉଛି ତ ଆଉ କେଉଁଠି ହସ୍ପିଟାଲରେ ବେଡ୍‌ ମିଳୁନାହିଁ। ଏହାକୁ ଦୂର କରିବା ପାଇଁ ଅନେକ କ୍ରିକେଟର ସହାୟତା କରିବାକୁ ଆଗେଇ ଆସୁଛନ୍ତି। କେକେଆର ବୋଲର ପ୍ୟାଟ କମିନ୍ସ ପ୍ରଥମେ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଦାନ କରିଥିଲେ। ଏହାପରେ ଅକ୍ସିଜେନ ଯୋଗାଣ ପାଇଁ ବ୍ରେଟ ଲି’ ଗୋଟିଏ ବିଟ୍‌ କଏନ ବା ୪୧ ଲକ୍ଷ ଟଙ୍କା ଦେଇଥିଲେ।

ଗତକାଲି ସଚିନ ତେନ୍ଦୁଲକର ମିଶନ ଅକ୍ସିଜେନ ଗ୍ରୁପ୍‌କୁ ୧ କୋଟି ଟଙ୍କା ଦେଇଥିବା ଟ୍ୱିଟ କରି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story