୪୦ ମିନିଟ୍ କ୍ରିଜରେ ବିତାଇଲେ, ତଥାପି ଖାତା ଖୋଲିପାରିଲେନି ଭାରତୀୟ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଗୋଟିଏ ପଟେ ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍ ଆଇପିଏଲ୍ ଖେଳିବାରେ ବ୍ୟସ୍ତ ଅଛନ୍ତି, ଅନ୍ୟପଟେ ଇଂଲଣ୍ଡ ମାଟିରେ ହନୁମା ବିହାରୀ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଆଇପିଏଲର ୧୪ଶ ସଂସ୍କରଣ ଶେଷ ହେବା ପରେ ଟିମ୍ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ, ଯେଉଁଠାରେ ଟିମର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଆଇପିଏଲରୁ ଦୂରରେ ଥିବା ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳି ଏହି […]

vihari

vihari

Ranjit Kumar Jena
  • Published: Friday, 16 April 2021
  • Updated: 16 April 2021, 06:07 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍ ଆଇପିଏଲ୍ ଖେଳିବାରେ ବ୍ୟସ୍ତ ଅଛନ୍ତି, ଅନ୍ୟପଟେ ଇଂଲଣ୍ଡ ମାଟିରେ ହନୁମା ବିହାରୀ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଆଇପିଏଲର ୧୪ଶ ସଂସ୍କରଣ ଶେଷ ହେବା ପରେ ଟିମ୍ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ, ଯେଉଁଠାରେ ଟିମର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଆଇପିଏଲରୁ ଦୂରରେ ଥିବା ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳି ଏହି ବଡ଼ ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ହନୁମା କାଉଣ୍ଟି ଚାମ୍ପିୟନଶିପରେ ୱାରୱିକଶାୟର୍ ପକ୍ଷରୁ ଡେବ୍ୟୁ କରିଛନ୍ତି।

ହନୁମା ନିଜର ଡେବ୍ୟୁ ମ୍ୟାଚରେ ଫିଲ୍ଡିଂରେ ତ କମାଲ କଲେ, କିନ୍ତୁ ବ୍ୟାଟରେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। ପ୍ରଥମ ଦିନରେ ସେ ଏକ ଆକର୍ଷଣୀୟ କ୍ୟାଚ୍ ଧରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବ୍ୟାଟିଂରେ ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖିବାକୁ ମିଳିଥିଲା। ହନୁମା ନିଜର କାଉଣ୍ଟି ଡେବ୍ୟୁର ପ୍ରଥମ ଇନିଂସରେ ୪୦ ମିନିଟ୍ ଧରି ବ୍ୟାଟିଂ କଲେ। ଏତିକି ସମୟ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କିଛି ରନ୍ କରିବା ଯଥେଷ୍ଟ ହୋଇଥାଏ। କିନ୍ତୁ ହନୁମା ରନ୍ ତ ରନ୍ ଖାତା ସୁଦ୍ଧା ଖୋଲିପାରିଲେ ନାହିଁ। ହନୁମା ୨୩ ବଲ୍ ଖେଳି ଶୂନରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି।

ନଟ୍ଟିଂହାମଶାୟର୍ ବିପକ୍ଷ ଏହି ମ୍ୟାଚରେ ହନୁମା ଫାଷ୍ଟ ଡାଉନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। କିନ୍ତୁ ସେ ବଲକୁ ଆଦୌ ଛୁଇଁ ପାରିନଥିଲେ। ଇଂଲଣ୍ଡ ଜାତୀୟ ଦଳର ଷ୍ଟାର୍ ପେସର୍ ଷ୍ଟୁଆର୍ଟ ବ୍ରଡଙ୍କ ଆଗରେ ତିଷ୍ଠିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଫଳସ୍ୱରୂପ ସେ ବ୍ରଡଙ୍କ ବଲରେ ଶଟ୍ ମାରିବାକୁ ଯାଇ ହସିବ୍ ହମିଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ବିହାରୀ ଫିଲ୍ଡିଂରେ କମାଲ୍ କରିଥିଲେ। ତାଙ୍କର ଏକ ଦମଦାର କ୍ୟାଚର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ମ୍ୟାଚର ପ୍ରଥମ ଦିନରେ ବିହାରୀ ପ୍ରତିପକ୍ଷ ଦଳର କ୍ୟାପଟେନ୍ ଷ୍ଟିଭେନ୍ ମୁଲାନେଙ୍କ ଦ୍ୱାରା ମରାଯାଇଥିବା ଶଟକୁ ଡାଇଭ୍ ମାରି କ୍ୟାଚ୍ କରିଥିଲେ। ଏହି କ୍ୟାଚ୍ ଧରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

https://twitter.com/CountyChamp/status/1382701865742299140?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story