ଟିମ୍ ଇଣ୍ଡିଆ ୩୬୪ ରନରେ ଅଲଆଉଟ୍

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୪ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ଶେଷ ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ୪୦ ରନ୍ କରି ଆଉଟ୍ ହୋଇଛନ୍ତି। ତେବେ ମିଡଲ୍ ଅର୍ଡରରେ ବ୍ୟାଟିଂ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଭାରତର ଟପ୍ ସ୍କୋରର ରାହୁଲ୍ ୧୨୯ ରନ୍ କରିଥିବା ବେଳେ ରୋହିତ୍ ଶର୍ମା ୮୩ ରନ୍‌ର ଇନିଂସ୍ ଖେଳିଛନ୍ତି। […]

ravindra-jadeja

ravindra-jadeja

Ranjit Kumar Jena
  • Published: Friday, 13 August 2021
  • Updated: 13 August 2021, 07:28 PM IST

Sports

Latest News

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୪ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ଶେଷ ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ୪୦ ରନ୍ କରି ଆଉଟ୍ ହୋଇଛନ୍ତି। ତେବେ ମିଡଲ୍ ଅର୍ଡରରେ ବ୍ୟାଟିଂ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଭାରତର ଟପ୍ ସ୍କୋରର ରାହୁଲ୍ ୧୨୯ ରନ୍ କରିଥିବା ବେଳେ ରୋହିତ୍ ଶର୍ମା ୮୩ ରନ୍‌ର ଇନିଂସ୍ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା। ଦ୍ୱିତୀୟ ଦିବସ ଆରମ୍ଭରୁ ଭାରତକୁ ଡବଲ୍ ଝଟକା ଲାଗିଥିଲା। ଶତକ ମାରିଥିବା ରାହୁଲ୍ ଦିବସର ଦ୍ୱିତୀୟ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଓଲି ରବିନସନ୍ ଆଉଟ୍ କରି ଇଂଲଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ରାହୁଲ୍ ନିଜର ଶତକୀୟ ଇନିଂସରେ ୨୫୦ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ମାରିଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଇଂଲଣ୍ଡର ଭେଟେରାନ୍ ପେସର୍ ଆଣ୍ଡରସନ୍ ଖରାପ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ (୧)ଙ୍କୁ ଆଉଟ୍ କରିଥିଲେ। ରାହାଣେ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ପ୍ରଥମ ସ୍ଲିପରେ ଜୋ ରୁଟଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଜାଡେଜା ଭଲ ଭାଗିଦାରୀ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ପନ୍ତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ପନ୍ତ ୩୭ ରନ୍ କରି (୫୮ ବଲ୍, ୫ ଚୌକା) ମାର୍କ ଉଡଙ୍କ ଶିକାର ହୋଇଥିଲେ। ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଥିଲେ।

ଶେଷକ୍ରମରେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିବା ବେଳେ ଈଶାନ୍ତ ଶର୍ମା ୮ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍ ଓ ମାର୍କ ଉଡ୍ ୨ଟି ଲେଖାଏ ଏବଂ ମୋଇନ୍ ଅଲୀ ଗୋଟିଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story