ଶ୍ରୀଲଙ୍କାରେ ସବୁଯାକ ମ୍ୟାଚ୍ କଲମ୍ବୋରେ ଖେଳିବ ଭାରତ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ମାସରେ ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତ କରି ସେଠାରେ ସୀମିତ ଓଭର ସିରିଜ୍ ଖେଳିବ । ସିରିଜର ସବୁଯାକ ମ୍ୟାଚ୍ ଅର୍ଥାତ୍ ଦିନିକିଆ ଓ ଟି-୨୦ ସିରିଜ୍ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା କ୍ରିକେଟ୍ ଆସୋସିଏନର ପ୍ରଶାସନିକ କମିଟି ଚେୟାରମ୍ୟାନ୍ ଅର୍ଜୁନ ଡି’ସିଲଭା କହିଛନ୍ତି, ପୂରା ସିରିଜକୁ ଗୋଟିଏ ଭେନ୍ୟୁରେ କରିବାକୁ ଆମେ ଯୋଜନା କରୁଛୁ । ଆଉ ସବୁଯାକ ମ୍ୟାଚ୍ ଆର ପ୍ରେମାଦାସ […]

india-vs-srilanka

india-vs-srilanka

Ranjit Kumar Jena
  • Published: Tuesday, 11 May 2021
  • Updated: 11 May 2021, 08:03 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ମାସରେ ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତ କରି ସେଠାରେ ସୀମିତ ଓଭର ସିରିଜ୍ ଖେଳିବ । ସିରିଜର ସବୁଯାକ ମ୍ୟାଚ୍ ଅର୍ଥାତ୍ ଦିନିକିଆ ଓ ଟି-୨୦ ସିରିଜ୍ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା କ୍ରିକେଟ୍ ଆସୋସିଏନର ପ୍ରଶାସନିକ କମିଟି ଚେୟାରମ୍ୟାନ୍ ଅର୍ଜୁନ ଡି’ସିଲଭା କହିଛନ୍ତି, ପୂରା ସିରିଜକୁ ଗୋଟିଏ ଭେନ୍ୟୁରେ କରିବାକୁ ଆମେ ଯୋଜନା କରୁଛୁ । ଆଉ ସବୁଯାକ ମ୍ୟାଚ୍ ଆର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯିବ ।

ଡି’ସିଲଭା ଆହୁରି କହିଛନ୍ତି, ସେତେବେଳେ ପରିସ୍ଥିତି କିପରି ରହିବ, ତାକୁ ଦେଖିବାକୁ ପଡ଼ିବ । କରୋନା କାରଣରୁ ଆମେ ଫ୍ୟାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେବୁନି । ତେଣୁ ସବୁଯାକ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ ବୋଲି ଡି’ସିଲଭା କହିଛନ୍ତି ।

ଖବର ଅନୁଯାୟୀ, ଭାରତୀୟ ଟିମ୍ ଜୁଲାଇ ୫ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ ଏବଂ ଏହା ପରେ ସପ୍ତାହେ କ୍ୱାରେଣ୍ଟାଇନରେ ରହିବ । କ୍ୱାରେଣ୍ଟାଇନ୍ ପୂରଣ କରିବା ପରେ ଭ୍ରମଣକାରୀ ଟିମ୍ ଜୁଲାଇ ୧୩ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ୨୨ ତାରିଖରୁ ଟି-୨୦ ସିରିଜ୍ ଖେଳିବ ।

ଏହି ସିରିଜରେ ଭାରତର ଅଧିକାଂଶ ସିନିୟର ଖେଳାଳି ଭାଗ ନେଇପାରିବେ ନାହିଁ । ଯେହେତୁ ଟିମ୍ ଇଣ୍ଡିଆର ସିନିୟର ଖେଳାଳି ଇଂଲଣ୍ଡ ଗସ୍ତରେ ରହିବେ, ଏଥିପାଇଁ ଶ୍ରୀଲଙ୍କା ଗସ୍ତରେ ଭାରତ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବ । ଏହି ଟିମରେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍‌, ପୃଥ୍ୱୀ ଶ’, ଦୀପକ ଚହର୍‌, ରାହୁଲ୍ ଚହର୍‌, ଜୟଦେବ ଉନାଦକଟ୍‌, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ତେୱାତିଆଙ୍କ ଭଳି ଖେଳାଳି ଯାଇପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story