ଆଇପିଏଲ ଖେଳୁଥିବା ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ପ୍ରସିଦ୍ଧ କୃଷ୍ଣ। ଚଳିତ ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘର ବେଙ୍ଗାଲୁରୁରେ ଆଇସୋଲେସନରେ ରହିଛନ୍ତି। ଶୁକ୍ରବାର ବିସିସିଆଇ ବିଶ୍ୱ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ସ୍କ୍ୱାଡ ଘୋଷଣା କରିଥିଲା। ପ୍ରସିଦ୍ଧ କୃଷ୍ଣ ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନ ପାଇଥିଲେ। କିନ୍ତୁ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ […]

prasidh-krishna

prasidh-krishna

Hemant Lenka
  • Published: Saturday, 08 May 2021
  • Updated: 08 May 2021, 03:17 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ପ୍ରସିଦ୍ଧ କୃଷ୍ଣ। ଚଳିତ ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘର ବେଙ୍ଗାଲୁରୁରେ ଆଇସୋଲେସନରେ ରହିଛନ୍ତି।

ଶୁକ୍ରବାର ବିସିସିଆଇ ବିଶ୍ୱ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ସ୍କ୍ୱାଡ ଘୋଷଣା କରିଥିଲା। ପ୍ରସିଦ୍ଧ କୃଷ୍ଣ ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନ ପାଇଥିଲେ। କିନ୍ତୁ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତ କରିବେ କି ନାହିଁ, ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କେକେଆର୍ର ୪ର୍ଥ ଖେଳାଳି ଭାବେ ପ୍ରସିଦ୍ଧ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତାଙ୍କ ପୂର୍ବରୁ କେକେଆର୍‌ର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର ଓ ଟିମ୍‌ ସାଇଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୂଚନା ଅନୁସାରେ, ଟ୍ରେନିଂ ସେସନ୍ସ ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ଠାରୁ ଭାଇରସ ପ୍ରସିଦ୍ଧ ଓ ସନ୍ଦୀପଙ୍କ ଶରୀରରେ ପ୍ରବେଶ କରିଥିଲା। ପ୍ରସିଦ୍ଧ ହେଉଛନ୍ତି ବରୁଣଙ୍କ ଘନିଷ୍ଠ ବନ୍ଧୁ। ଉଭୟ ସବୁବେଳେ ଏକାଠି ବୁଲାବୁଲି କରନ୍ତି। ତେଣୁ ବରୁଣଙ୍କ ଠାରୁ ହିଁ ପ୍ରସିଦ୍ଧ ସଂକ୍ରମିତ ହୋଇଛନ୍ତି।

ମେ’ ୩ରେ ଅନ୍ୟ ଭାରତୀୟ ଖେଳାଳିଙ୍କ ଭଳି ପ୍ରସିଦ୍ଧ ମଧ୍ୟ ଆଇପିଏଲ ବବଲ୍ସରୁ ବାହାରି ନିଜ ବେଙ୍ଗାଲୁରୁ ସ୍ଥିତ ଘରକୁ ଯାଇଥିଲେ। ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଯିବା ପାଇଁ ଥିବା ଖେଳାଳି ମେ’ ୨୫ରେ ବାୟୋବବଲ୍ସରେ ପ୍ରବେଶ କରିବେ। ଏହି ସମୟରେ ପ୍ରସିଦ୍ଧଙ୍କ ଟେଷ୍ଟ ରିପୋର୍ଟ ନେଗେଟିବ ଆସିବ ବୋଲି ବିସିସିଆଇ ଆଶା ରଖିଛି।

ନ୍ୟୁଜିଲ୍ୟାଣ୍ଡର ଟିମ୍ ସାଇଫର୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଅହମଦାବାଦରେ ହିଁ ଆଇସୋଲେସନରେ ଥିଲେ। ଏବେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story