ଚେନ୍ନାଇ: ଆଜି ଚଳିତ ଆଇପିଏଲର ନବମ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ୱାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ମ୍ୟାଚରେ ମୁମ୍ୱାଇ ତାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମାର୍କୋ ଜାନସେନଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ବୋଲର ଆଡାମ ମିଲ୍ ନେ ସ୍ଥାନ ପାଇଛନ୍ତି। ସେହିପରି ସନରାଇଜର୍ସ ଟିମରେ ଏକାଥରକେ ଚାରୋଟି ପରିବର୍ତ୍ତନ କରାଯାଇଛି। ଓ୍ୱିକେଟ କିପରି ରିଦ୍ଦିମାନ ଶାହ, ଜେସନ ହୋଲଡର, ପି ନଟରାଜନ ଓ ଶାହାବାଜ ନଦୀନ ବାଦ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ବିରାଟ ସିଂହ, ଅଭିଷକ ଶର୍ମା, ମୁଜୀବ ଉର ରେହମାନ ଓ ଖଲିଲ ଅହମଦଙ୍କୁ ସାମିଲ କରାଯାଇଛି।
ମୁମ୍ୱାଇ ଆଜି ତୃତୀୟ ମ୍ୟାଚ ଖେଳିବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଆଉ ଏକ ମ୍ୟାଚ ହାରିଥିଲା। ସେହିପରି ହାଇଦ୍ରାବାଦ ଟିମ୍ ଦୁଇଟି ଯାକ ମ୍ୟାଚ ହାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ମ୍ୟାଚ୍ ସୂଚୀ: ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ଲଢ଼େଇ
ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ୍ ଦୁବାଇରେ ଖେଳାଯିବ। ଭାରତ ଓ ପାକିସ୍ତାନ ଫେବୃଆରୀ ୨୩ରେ ଦୁବାଇରେ ମ୍ୟାଚ୍ ଖେଳିବେ।
Cricket
ହସ୍ପିଟାଲରେ ଥିବା ବିନୋଦ କାମ୍ବଲିଙ୍କୁ ନେଇ ଆସିଲା ବଡ଼ ଖବର
କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲେ ହେଁ ମାର୍କସ ପୂର୍ବତନ କ୍ରିକେଟରଙ୍କୁ ଗୋଟିଏ ମାସ ଯାଏ ହସ୍ପିଟାଲରେ ରଖାଯିବ।
Cricket
ଘୋଷଣା ହେଲା ଅଶ୍ୱିନଙ୍କ ବଦଳ ଖେଳାଳିଙ୍କ ନାଁ
ତାଲିକାରେ ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ ରହିଥିଲେ ହେଁ ସମସ୍ତଙ୍କୁ ଚକିତ କରି ଜଣେ ଯୁବ ତାରକାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି।
Cricket
ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ
ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।
Cricket
ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ
ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।