ମନ ଜିଣିଲେ ପ୍ୟାଟ କମିନ୍ସ, ଅକ୍ସିଜେନ ଯୋଗାଣ ପାଇଁ ଭାରତ ସରକାରଙ୍କୁ କଲେ ଆର୍ଥିକ ସହାୟତା

କୋଲକାତା: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ବର୍ତ୍ତମାନ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ(କେକେଆର) ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ ବଡ଼ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି କମିନ୍ସ ଭାରତ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ସେ ବିଭିନ୍ନ ହସ୍ପିଟାଲଗୁଡ଼ିକୁ ଠିକ୍‌ ଭାବେ ଅକ୍ସିଜେନ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ହଜାର ଡଲାରର ଆର୍ଥିକ ସହାୟତା ଦାନ କରିଛନ୍ତି। ଏହି ଅର୍ଥରେ […]

pat-cummins

pat-cummins

Hemant Lenka
  • Published: Monday, 26 April 2021
  • Updated: 26 April 2021, 04:45 PM IST

Sports

Latest News

କୋଲକାତା: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ବର୍ତ୍ତମାନ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ(କେକେଆର) ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ ବଡ଼ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି କମିନ୍ସ ଭାରତ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

ସେ ବିଭିନ୍ନ ହସ୍ପିଟାଲଗୁଡ଼ିକୁ ଠିକ୍‌ ଭାବେ ଅକ୍ସିଜେନ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ହଜାର ଡଲାରର ଆର୍ଥିକ ସହାୟତା ଦାନ କରିଛନ୍ତି। ଏହି ଅର୍ଥରେ ଅକ୍ସିଜେନ କିଣି ଭାରତୀୟ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏଥିସହ ସେ ଆଇପିଏଲ ଖେଳୁଥିବା ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଆର୍ଥିକ ସହାୟତା କରିବାକୁ ନିବେଦନ କରିଛନ୍ତି।

କମିନ୍ସ ଟ୍ୱିଟ କରି କହିଛନ୍ତି, ଭାରତ ଏମିତି ଗୋଟିଏ ଦେଶ ଯେଉଁଠାରୁ ମୁଁ ଅନେକ ଭଲ ପାଇବା ପାଇଛି। ଏଠାକୁ ଆସି ଅନେକ ଭଲ ଲୋକଙ୍କୁ ଭେଟିଛି। କିନ୍ତୁ ବର୍ତ୍ତମାନ ଅନେକ ଲୋକ ଅସୁବିଧାରେ ପଡ଼ିଥିବା ଦେଖି ଦୁଃଖ ଲାଗୁଛି। ଭାରତରେ କରୋନା ସଂକ୍ରମଣ ଅଧିକ ରହିଥିବା ବେଳେ ଆଇପିଏଲ ଆୟୋଜନ କରାଯିବା ଠିକ୍‌ କି ନୁହେଁ, ତା’କୁ ନେଇ ଅନେକ ଆଲୋଚନା ହେଉଛି।

ଲୋକମାନେ ସଂକ୍ରମଣ ଭିତରେ ଆଇପିଏଲ ଯୋଗୁ କିଛି ସମୟ ଏଣ୍ଟରଟେନମେଣ୍ଟ ପାଉଛନ୍ତି। ଏହି କଠିନ ସମୟରେ ଆଇପିଏଲ ଅନେକଙ୍କ ମୁହଁରେ ହସ ଫୁଟି ପାରୁଛି। ଜଣେ ଖେଳାଳି ହିସାବରେ ମୁଁ ବହୁତ ଭାଗ୍ୟବାନ ଯେ ଆମେ ଏପରି ଏକ ପ୍ଲାଟଫର୍ମ ଜରିଆରେ ଲକ୍ଷଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇପାରୁଛୁ।

ଏହି କଥାକୁ ଚିନ୍ତା କରି ମୁଁ କିଛି ସହାୟତା ପିଏମ କେୟାର୍ସ ଫଣ୍ଡକୁ ଦାନ କରୁଛି। ହସ୍ପିଟାଲ ଗୁଡ଼ିକ ପାଇଁ ଅକ୍ସିଜେନ କିଣାବା ସକାଶେ ମୁଁ ଏହି ଅର୍ଥ ଦାନ କରିଛି। ଏଥିସହ ମୁଁ ସମସ୍ତ ଆଇପିଏଲ ଖେଳୁଥିବା ମୋର ସହଯୋଗୀ ଓ ଭାରତ ସହ ସମ୍ପର୍କ ରଖିଥିବା ବିଶ୍ୱର ସମସ୍ତ ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରୁଛି। ମୁଁ ଏହି ଅଭିଯାନ ୫୦ ହଜାର ଡଲାରର ଆର୍ଥିକ ସହାୟତାରୁ ଆରମ୍ଭ କରୁଛି ବୋଲି କମିନ୍ସ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story