ମୁମ୍ବାଇକୁ ୧୭୨ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି । କ୍ରମାଗତ ମ୍ୟାଚ୍ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟଧାରାକୁ ଫେରିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ରାଜସ୍ଥାନକୁ ଭଲ ଷ୍ଟାର୍ଟ ମିଳିଥିଲା । ଜୋସ ବଟଲର ଓ ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ମିଡଲ୍ ଅର୍ଡରରେ କ୍ୟାପଟେନ୍ ସଞ୍ଜୁ ସାମସନ୍ ନିର୍ଣ୍ଣାୟକ ଇନିଂସ୍ ଖେଳାଳି ରାଜସ୍ଥାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି […]

sanju-samson

sanju-samson

Ranjit Kumar Jena
  • Published: Thursday, 29 April 2021
  • Updated: 29 April 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି । କ୍ରମାଗତ ମ୍ୟାଚ୍ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟଧାରାକୁ ଫେରିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ରାଜସ୍ଥାନକୁ ଭଲ ଷ୍ଟାର୍ଟ ମିଳିଥିଲା । ଜୋସ ବଟଲର ଓ ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ମିଡଲ୍ ଅର୍ଡରରେ କ୍ୟାପଟେନ୍ ସଞ୍ଜୁ ସାମସନ୍ ନିର୍ଣ୍ଣାୟକ ଇନିଂସ୍ ଖେଳାଳି ରାଜସ୍ଥାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ।

ଟସ୍ ହାରି ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଜୋସ୍ ବଟଲର୍ ଓ ଯଶସ୍ୱୀ ଜୈସୱାଲ୍ ଭଲ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୬ ରନର ପାର୍ଟନରଶିପ୍ କରିଥିଲେ । ତେବେ ବଟଲର୍ ୪୧ (୩୨ ବଲ୍‌, ୩ ଚୌକା ଓ ୩ ଛକା) ରନ୍ କରିଥିବା ବେରେ ସ୍ପିନର୍ ରାହୁଲ୍ ଚହରଙ୍କ ବଲରେ ୱିକେଟ କିପର କ୍ୱିଣ୍ଟନ୍ ଡି’କକଙ୍କ ଦ୍ୱାରା ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ଜୈସୱାଲ୍ ମଧ୍ୟ ଭଲ ଆରମ୍ଭ କରିବା ସତ୍ତ୍ୱେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଜୈସୱାଲ୍ ମାତ୍ର ୨୦ ବଲରେ ୨ ଚୌକା ଓ ୨ ଛକା ବଳରେ ୩୨ ରନ୍ କରି ଚହରଙ୍କ ଶିକାର ହୋଇଥିଲେ ।

କ୍ୟାପଟେନ୍ ସାମସନ୍ ଓ ଶିବମ୍ ଦୁବେ ଟିମ୍ ପାଇଁ ଉପଯୋଗୀ ରନ୍ ଯୋଡ଼ିଥିଲେ । ସାମସନ୍ ଓ ଦୁବେଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୭ ରନର ଭାଗିଦାରୀ ହୋଇଥିଲା। ତେବେ ସାମସନ୍ ୪୨ (୨୭ ବଲ୍‌, ୫ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ମୁମ୍ବାଇ ସ୍ପୀଡ୍ ଷ୍ଟାର୍ ଟ୍ରେଣ୍ଟ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିଲେ।

ଏହା ପରେ ଦୁବେ (୩୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଯଶପ୍ରୀତ ବୁମ୍ରା । ଦୁହିଁଙ୍କ ଆଉଟ୍ ପରେ ଦଳର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା । ରିୟାନ ପରାଗ ୮ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର୍ ୨ଟି, ବୋଲ୍ଟ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story