କାହିଁକି ସାରା... ସାରା...ଚିଲ୍ଲାଉଥିଲେ ଦର୍ଶକ?

  • Published: Saturday, 04 November 2023
  • , Updated: 04 November 2023, 11:15 AM IST

ଗୁରୁବାର ମୁମ୍ବାଇର ୱାଙ୍ଖେଡେର ଚାଲିଥିଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍ । ବ୍ୟାଟିଂ କରୁଥିଲା ଶ୍ରୀଲଙ୍କା। ଫିଲ୍ଡିଂ କରୁଥିଲା ଭାରତ। ସେହି ସମୟରେ କିଛି ଦର୍ଶକ ସାରା ସାରା ଚିଲ୍ଲାଉ ଥିଲେ। ଶୁବମନ ଗିଲ୍‌ଙ୍କ ଉଦ୍ଦେଶ୍ୟରେ ସେମାନେ ସାରା ଭାବି କହି ଚିଲ୍ଲାଉ ‌ଥିଲେ। ଆଉ ସେତେବେଳେ ଶୁବମନଙ୍କ ପାଖରେ ସ୍ଲିପ୍‌ରେ ଥିବା ବିରାଟ କୋହଲି ଦର୍ଶକଙ୍କୁ ସେମିତି ନ କରିବାକୁ ଅନୁରୋଧ କରିଥିଲେ। 

Related story