ଇଂଲଣ୍ଡକୁ ବଡ଼ ଝଟ୍‌କା, ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ ସିରିଜରୁ ଆଉଟ୍

ଲଣ୍ଡନ: ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟର ଦିନକ ପୂର୍ବରୁ ଘରୋଇ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଅନ୍ୟତମ ଅଭିଜ୍ଞ ପେସର୍ ଷ୍ଟୁଆର୍ଟ ବ୍ରଡ୍ ଆଘାତପ୍ରାପ୍ତ ହୋଇଛନ୍ତି। ଯେଉଁ କାରଣରୁ ସେ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଅଭିଜ୍ଞ ଷ୍ଟାର୍ ପେସ୍ ବୋଲର୍ ବ୍ରଡଙ୍କ ଡାହାଣ ଗୋଡ଼ର ପେଣ୍ଡାର ମାଂସପେଶୀରେ ଆଘାତ ଲାଗିଛି। ବୁଧବାର ଲଣ୍ଡନରେ ଏମଆଇଆର୍ ସ୍କାନ୍ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଲା ତାଙ୍କର ପେଣ୍ଡା ଆଘାତପ୍ରାପ୍ତ ହୋଇଛି। ଲର୍ଡ୍ସ ଟେଷ୍ଟ ପୂର୍ବରୁ ମଙ୍ଗଳବାର ବ୍ରଡଙ୍କୁ […]

broad

broad

Ranjit Kumar Jena
  • Published: Wednesday, 11 August 2021
  • Updated: 11 August 2021, 09:23 PM IST

Sports

Latest News

ଲଣ୍ଡନ: ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟର ଦିନକ ପୂର୍ବରୁ ଘରୋଇ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଅନ୍ୟତମ ଅଭିଜ୍ଞ ପେସର୍ ଷ୍ଟୁଆର୍ଟ ବ୍ରଡ୍ ଆଘାତପ୍ରାପ୍ତ ହୋଇଛନ୍ତି। ଯେଉଁ କାରଣରୁ ସେ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଅଭିଜ୍ଞ ଷ୍ଟାର୍ ପେସ୍ ବୋଲର୍ ବ୍ରଡଙ୍କ ଡାହାଣ ଗୋଡ଼ର ପେଣ୍ଡାର ମାଂସପେଶୀରେ ଆଘାତ ଲାଗିଛି।

ବୁଧବାର ଲଣ୍ଡନରେ ଏମଆଇଆର୍ ସ୍କାନ୍ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଲା ତାଙ୍କର ପେଣ୍ଡା ଆଘାତପ୍ରାପ୍ତ ହୋଇଛି। ଲର୍ଡ୍ସ ଟେଷ୍ଟ ପୂର୍ବରୁ ମଙ୍ଗଳବାର ବ୍ରଡଙ୍କୁ ୱାର୍ମ-ଅପ୍ ବେଳେ ଏହି ଆଘାତ ଲାଗିଥିଲା। ତାଙ୍କ ସ୍ଥାନରେ ଲାଙ୍କଶାୟରର ସାକିବ ମେହମୁଦଙ୍କୁ ଡାକରା ମିଳିଛି। ସାକିବଙ୍କୁ ମଧ୍ୟ ଆସନ୍ତାକାଲି ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିପାରେ। ସାକିବ ଗତ ମାସରେ ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ।

ଷ୍ଟୁଆର୍ଟ ବ୍ରଡ୍ ଆସନ୍ତାକାଲି ନିଜର ୧୫୦ତମ ଟେଷ୍ଟ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏବେ ତାଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଟିମର ସବୁଠାରୁ ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନ୍ ବୁଧବାର ଟ୍ରେନିଂ ସେସନରେ ଯୋଗ ଦେଇପାରିନଥିଲେ। ତେବେ ଆଣ୍ଡରସନ୍ କାହିଁକି ଅଭ୍ୟାସ ସେସନରୁ ଓହରିଲେ, ତାହା ସୂଚନା ଦିଆଯାଇଛି। ଯଦି ଆଣ୍ଡରସନ୍ ଆସନ୍ତାକାଲି ଟେଷ୍ଟ ନଖେଳନ୍ତି, ତାହେଲେ ୨୦୦୭ ପରେ ପ୍ରଥମଥର ଇଂଲଣ୍ଡ ଟିମ୍ କୌଣସି ଟେଷ୍ଟରେ ଉଭୟ ବ୍ରଡ୍ ଓ ଆଣ୍ଡରସନଙ୍କ ବିନା ମଇଦାନକୁ ଓହ୍ଲାଇବ।

ବ୍ରଡ୍ ପ୍ରଥମ ଟେଷ୍ଟରେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ଆଣ୍ଡରସନ୍ ୪ଟି ୱିକେଟ୍ ନେଇଛନ୍ତି। ଆଣ୍ଡରସନ୍ ଏହି ମ୍ୟାଚ ଜରିଆରେ ଟେଷ୍ଟ କ୍ରିକେଟର ତୃତୀୟ ସର୍ବାଧିକ ୱିକେଟ୍ ଟେକର ବୋଲର ହୋଇଥିଲେ। ସେ ଭାରତର ପୂର୍ବତନ ଲେଗ୍ ସ୍ପିନର ଅନୀଲ କୁମ୍ବଲେଙ୍କ (୬୧୯) ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଥିଲା। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ଟାର୍ଗେଟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ପଞ୍ଚମ ଦିବସ ଖେଳକୁ ବର୍ଷା ଧୋଇ ଦେଇଥିଲା, ଯେଉଁକାରଣରୁ ମ୍ୟାଚକୁ ଡ୍ର’ ଘୋଷିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story