ଟସ୍ ହାରିଲା ଦିଲ୍ଲୀ, ଫେରିଲେ ଶ୍ରେୟସ ଆୟର

ଦୁବାଇ: ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଉକ୍ତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ସିଜନରେ ଖରାପ ପ୍ରଦର୍ଶନ ପରେ ଅଧାରୁ କ୍ୟାପଟେନ ପଦ ଛାଡ଼ିଥିବା ଡେଭିଡ୍ ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଯେହେତୁ ଜନ୍ନି ବେୟାରଷ୍ଟୋ ଚଳିତ ସଂସ୍କରଣରେ ଖେଳିବେ ନାହିଁ, ତେଣୁ ୱାର୍ଣ୍ଣରଙ୍କୁ ସୁଯୋଗ ମିଳିଛି। ସେହିପରି ଦଳରେ ଅଲରାଉଣ୍ଡର ଭାବେ ଜେସନ ହୋଲ୍ଡରଙ୍କୁ […]

ipl-match-33

ipl-match-33

Ranjit Kumar Jena
  • Published: Wednesday, 22 September 2021
  • Updated: 22 September 2021, 07:19 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଉକ୍ତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ସିଜନରେ ଖରାପ ପ୍ରଦର୍ଶନ ପରେ ଅଧାରୁ କ୍ୟାପଟେନ ପଦ ଛାଡ଼ିଥିବା ଡେଭିଡ୍ ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଯେହେତୁ ଜନ୍ନି ବେୟାରଷ୍ଟୋ ଚଳିତ ସଂସ୍କରଣରେ ଖେଳିବେ ନାହିଁ, ତେଣୁ ୱାର୍ଣ୍ଣରଙ୍କୁ ସୁଯୋଗ ମିଳିଛି। ସେହିପରି ଦଳରେ ଅଲରାଉଣ୍ଡର ଭାବେ ଜେସନ ହୋଲ୍ଡରଙ୍କୁ ସାମିଲ୍ କରାଯାଇଛି। ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରାଶିଦ୍ ଖାନ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ଟିମକୁ ଫେରିଛନ୍ତି ଶ୍ରେୟସ୍ ଆୟର୍। ଆୟରଙ୍କ ଉପସ୍ଥିତି ଦ୍ୱାରା ଟିମର ବ୍ୟାଟିଂ ମଜଭୁତ୍ ହେବ। ଆୟର୍ ଫେରିଥିଲେ ହେଁ ଟିମର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ। ଟି-୨୦ ବିଶ୍ୱକପ୍ ସ୍କ୍ୱାଡରୁ ବାଦ୍ ପଡ଼ିଥିବା ଶିଖର ଧୱନ୍ ଓପନ୍ କରିବେ। ଟିମରେ ଚାରି ବିଦେଶୀ ଖେଳାଳି ଭାବେ ମାର୍କସ୍ ଷ୍ଟୋଇନିସ୍, ଶିମରନ୍ ହେଟମେୟର, କାଗିସୋ ରବାଡା ଓ ଆନରିଚ୍ ନୋର୍ଜେ ସ୍ଥାନ ପାଇଛନ୍ତି।

ଚଳିତ ସଂସ୍କରଣରେ ଦିଲ୍ଲୀର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ତା’ର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇଥିଲା। ଅନ୍ୟପକ୍ଷରେ ସନରାଇଜର୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦଳ ଏପର୍ଯ୍ୟନ୍ତ ୭ ମ୍ୟାଚ୍ ଖେଳି ମାତ୍ର ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ହାଇଦ୍ରାବାଦ ତା’ର ଶେଷ ମ୍ୟାଚରେ ରାଜସ୍ଥାନ ନିକଟରୁ ପରାସ୍ତ ହୋଇଥିଲା।

ଚଳିତ ସିଜନରେ ଦିଲ୍ଲୀ ଓ ସନରାଇଜର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ଟିମ୍ ସୁପର୍ ଓଭରରେ ବିଜୟୀ ହୋଇଥିଲା।

https://twitter.com/IPL/status/1440673349772857348?s=20

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର, ଋଦ୍ଧିମାନ ସାହା, ମନିଷ ପାଣ୍ଡେ, କେନ୍ ୱିଲିୟମସନ୍, କେଦାର ଯାଦବ, ଅବଦୁଲ୍ ସାମଦ, ଜେସନ୍ ହୋଲ୍ଡର, ରାଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଖଲୀଲ ଅହମ୍ମଦ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧୱନ୍, ଶ୍ରେୟର୍ ଆୟର୍, ଋଷଭ ପନ୍ତ (କ୍ୟାପଟେନ୍), ମାର୍କସ୍ ଷ୍ଟୋଇନିସ୍, ଶିମରନ୍ ହେଟମେୟର, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଆନରିଚ୍ ନୋର୍ଜେ, ଆଭେଶ ଖାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story